www.samajalive.in
Monday, December 15, 2025
17.1 C
Bhubaneswar

ପୁଣି ଚଳ ପ୍ରଚଳ ହେଲା କାର୍ଯ୍ୟାଳୟ

ଫୁଲବାଣୀ: ଗତ ତିନିଦିନ ଧରି ଓଏଏସ୍‌‌ ଏବଂ ଓଆରଏସ୍‌‌ ସଂଘ ପକ୍ଷରୁ ସାମୁହିକ ଛୁଟି କାରଣ ଯୋଗୁଁଁ ଅନେକ କାର୍ଯ୍ୟାଳୟରେ କାର୍ଯ୍ୟ ଏକ ପ୍ରକାର ଠପ୍‌‌ ହୋଇପଡ଼ିଥିଲା। ଗତକାଲି ବିଳମ୍ବିତ ରାତ୍ରରେ ସମସ୍ତ ସଂଘ ଆନ୍ଦୋଳନରୁ ଓହରି ଥିବା ବେଳେ ଆଜି ଫୁଲବାଣୀ ସମେତ ସମସ୍ତ ବ୍ଲକର ଓଏଏସ୍‌‌ ଓ ଓଆରଏସ୍‌‌ ଅଧିକାରୀ ମାନେ ନିଜ ନିଜ କାର୍ଯ୍ୟାଳୟରେ ଯୋଗଦେବା ପରେ ତିନିଦିନ ପରେ ସମସ୍ତ କାର୍ଯ୍ୟାଳୟ ଚଳ ପ୍ରଚଳ ହୋଇଥିବା ଦେଖାଯାଇଛି।

ଗତ ତିନିଦିନ ହେଲା ବିନା ଅଧିକାରୀରେ କର୍ମଚାରୀ ମାନେ କାର୍ଯ୍ୟ କରୁଥିଲେ ମଧ୍ୟ ହିତାଧିକାରୀ ମାନେ କୌଣସି ପ୍ରକାର ସୁବିଧା ପାଇ ପାରୁନଥିଲେ। ତେବେ ଆଜି ଅଧିକାରୀ ମାନେ କାର୍ଯ୍ୟରେ ଯୋଗଦେବା ପରେ ପୁଣିଥରେ କାର୍ଯ୍ୟାଳୟ ଗୁଡ଼ିକ ବେସ୍‌‌ ଚଳ ପ୍ରଚଳ ହୋଇପଡ଼ିଥିବା ଦେଖାଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories