www.samajalive.in
Saturday, December 6, 2025
17.1 C
Bhubaneswar

ଜବରଦଖଲ ଉଚ୍ଛେଦ

ବାସୁଦେବପୁର: ବାସୁଦେବପୁର ତହସିଲ ଅଧିନ ନାଇକାଣିଡିହ ପଞ୍ଚାୟତର ମଲ୍ଲିକାଦେଇପୁର ଗ୍ରାମରେ ଆଜି ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଗ୍ରାମର ସୁକଦେବ ବେହେରାଙ୍କ ପୁଅ ରମେଶ ବେହେରା ଜବରଦଖଲ କରିବାକୁ ନେଇ ତହସିଲ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଜବରଦଖଲ ଉଚ୍ଛେଦ ପାଇଁ ପକ୍ରିୟା ଆରମ୍ଭ ହେବା ପରେ ମାମଲା ଅଦାଲତଙ୍କ ଠାରେ ପହଞ୍ଚିଥିଲା। ଏହି ଜବରଦଖଲ ଉଚ୍ଛେଦ ସମୟରେ ତହସିଲଦାର ସୈାଭାଗ୍ୟରଞ୍ଜନ ପଣ୍ଡାଙ୍କ ସମେତ ରାଜସ୍ୱ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୋଲିସକର୍ମୀ ଉପସ୍ଥିତ ଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories