www.samajalive.in
Saturday, December 6, 2025
17.1 C
Bhubaneswar

ଗୋ-ମାଂସ ବୋଝେଇ ଅଟୋ ଜବତ

କଳାପଥର (ବାଙ୍କୀ): ମଙ୍ଗଳବାର ଭୋର ସମୟରେ କଳାପଥର ପଂଚାୟତ ଅନ୍ତର୍ଗତ ମଧୁଆପଲ୍ଲୀ ବଘେଇ ବାଇପାସ ରାସ୍ତାର ବଡ଼ଡାଳିଆ ମନ୍ଦିର ନିକଟରୁ ଏକ ଗୋ ମାଂସ ଚାଲାଣ କରୁଥିବା ଡାଲା ଅଟୋକୁ ବଜରଙ୍ଗ ଦଳର କେତେକ କର୍ମୀ ଏବଂ କିଛି ଯୁବକ ଅଟକ ରଖିଛନ୍ତି। ପରେ ସେଥିରେ ଚାଲାଣ ହେଉଥିବା ପ୍ରାୟ ୧୫ କୁଇଣ୍ଟାଲ ଗୋ ମାଂସ ଦେଖିବାକୁ ପାଇବା ପରେ ପୁଲିସକୁ ଖବର ଦେଇଥିଲେ। ବୈଦ୍ୟେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିର ଡ଼୍ରାଇଭରକୁ ଖୋଜା ଖୋଜି କରିଥିଲେ ହେଁ ଗାଡି ଛାଡି ଫେରାର ହୋଇଯାଇଛି। ଘଟଣା ସମ୍ପର୍କରେ ଚାରିଆଡ଼େ ପ୍ରଚାର ହେବା ପରେ ସେଠାରେ ଶତାଧିକ ଲୋକଙ୍କ ଭିଡ ଲାଗିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories