www.samajalive.in
Saturday, December 13, 2025
27.1 C
Bhubaneswar

ଅବକାରୀ ଚଢ଼ାଉ, ୧୪୮୦ ଲିଟର ଚୋରା ଦେଶୀମଦ ଜବତ

କଳାପଥର (ବାଙ୍କୀ): କଟକ ଅବକାରୀ ଏସ୍‌.ପିଙ୍କ ନେତୃତ୍ୱରେ ଆଜି ଅବକାରୀ ସ୍ୱାର୍ଡ ବାଙ୍କୀ କଟକ ମୁଖ୍ୟରାସ୍ତା ଏନ୍‌.ଏ.ସି ଅଂଚଳ ବି.କେ.ବିଦ୍ୟାପୀଠ କ୍ରୀଡା ପ୍ରାଙ୍ଗଣ ନିକଟ ଇନ୍‌ଡୋର ଷ୍ଟାଡିୟମ୍ ନିକଟ ମୁଖ୍ୟରାସ୍ତାରୁ ଏକ ପିକଅପ୍ ଭ୍ୟାନକୁ ଅଟକାଇ ୧୪୮୦ଲିଟର ଚୋରା ଦେଶୀମଦ ଜବତ କରିଛନ୍ତି। ଏହି ଗାଡିଟି ଆଠଗଡ଼ ପରଗାଙ୍ଗରୁ ଗୋଟିଏ ପିକପ୍ ବୋଲେରା ଏବଂ ସ୍କୁଟିରେ ମଦ ଆସୁଥିବା ଖବର ପାଇ ଏସ୍‌.ପି ଦେବାଶିଷ ପଟେଲ୍ ତାଙ୍କ ପିଛା କରିଥିଲେ। ପିକପ୍ ଭ୍ୟାନ୍ ଡ୍ରାଇଭର ମାନସ ବେହେରା ଓ ଢ଼େଙ୍କାନାଳ ସିଆଳିଆର ରମେଶ ବେହେରାଙ୍କୁ ଗିରଫ କରାଯାଇ ଉପଖଣ୍ଡ ଚିକିତ୍ସାଳୟରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ବାଙ୍କୀ କୋର୍ଟକୁ ଚାଲାଣ କରାଯାଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories