www.samajalive.in
Saturday, December 13, 2025
27.1 C
Bhubaneswar

ଫିରିଙ୍ଗିଆ ଥାନା ପୋଡି ଘଟଣା, ବାଇକ ଚୋରି କରିଵା ଅଭିଯୋଗରେ ୨ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡି ହେବା ଦିନ ଆନ୍ଦୋଳନକାରି ମାନଙ୍କ ମଧ୍ୟରୁ କିଛି ଆନ୍ଦୋଳନକାରୀ ଥାନା ଭିତରେ ବିଭିନ୍ନ ମାମଲାରେ ଜବତ କରାଯାଇ ରଖାଯାଇଥିବା ଅନେକ ବାଇକ ଚୋରି କରିନେଇଥିଲେ। ଥାନା ପୋଡି ଘଟଣା ପରେ ପୋଲିସ ଏହି ସବୁ ଚୋରି ଗାଡି ଗୁଡିକୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଥିବା ବେଳେ ଥାନାରୁ ଚୋରି ହୋଇଥିବା ଏକ ବାଇକ ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟ୍ୟରେ ଜଣେ ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତ ଡେଲରପଡା ଗାଁର ବରୁଣ ନାୟକଙ୍କ ପୁଅ ବିକାଶ ନାୟକ ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ରତଙ୍ଗ ପଞ୍ଚାୟତ ଜାର୍ଗୀପଡା ଗାଁର ଗଇନା କହଁରଙ୍କ ପୁଅ ଲିଟୁ କହଁର ବୋଲି ଜଣାପଡିଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories