www.samajalive.in
Sunday, December 14, 2025
17.1 C
Bhubaneswar

ପୁଲୱାମା ଆକ୍ରମଣର ସହିଦ୍ ଜବାନଙ୍କ ସ୍ମୃତିରେ ମହମବତୀ ଶୋଭାଯାତ୍ରା

ଡେସ୍କ: ପୁଲୱାମା ଆକ୍ରମଣକୁ ଇତି ମଧ୍ୟରେ ୪ ବର୍ଷ ବିତିସାରିଛି। ୨୦୧୯ ଫେବୃଆରୀ ୧୪ରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ବିସ୍ଫୋରକ ବୋଝେଇ ବାହନ ବିସ୍ଫୋରଣରେ ୪୦ ଜଣ ସିଆରପିଏଫ ଯବାନ ସହିଦ ହୋଇଥିଲେ। ସେହି ବୀର ଯବାନ ମାନଙ୍କ ବଳିଦାନକୁ ସ୍ମରଣ କରି ଆଜି ସାରା ଦେଶ ସେମାନଙ୍କ ତ୍ୟାଗ ଓ ବୀରତ୍ୱ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଛି।

ସହିଦ୍ ଜବାନଙ୍କୁ ସମ୍ମାନ ଜଣାଇ ଆଜି ଓଡ଼ିଶା ଷ୍ଟୁଡେଣ୍ଟ୍ ଭଏସ୍ ତରଫରୁ ଏକ ମହମବତୀ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସଙ୍ଗଠନର ସଂସ୍ଥାପକ ଦୀପକ କମାର ସାହୁଙ୍କ ଆହ୍ୱାନ କ୍ରମେ ଆବାହକ ସୁଜିତ୍ ଦଳାଇଙ୍କ ନେତୃତ୍ୱରେ ଏହି ମହମବତୀ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ରାଜଧାନୀ କଲେଜ କ୍ୟାମ୍ପସ କମଟିର କ୍ରୀଡ଼ା ସଂଯୋଜକ ସଂଜୀତ ଦାସଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories