ନୂଆପଡା: ନୂଆପଡାରେ ସିଆରପିଏଫ-ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। କମ୍ବିଂ ଅପରେସନ ବେଳେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ ମାଓବାଦୀ। ଏହାପରେ ସିଆରପିଏଫ ଯବାନ ମାନେ ପାଲଟା ଗୁଳୁଚାଳନା କରିବାକୁ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି।
Popular Categories



