www.samajalive.in
Sunday, December 7, 2025
23.1 C
Bhubaneswar

ନବବର୍ଷ ସ୍ପେଶାଲ ; ଜୀବନରେ ଆନନ୍ଦ ଓ ଉଲ୍ଲାସ ଭରିବାକୁ ପାଳନ କରନ୍ତୁ ଏହି ବାସ୍ତୁ ନିୟମ

ଆଜି ଠାରୁ ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୦। ନୂଆବର୍ଷକୁ ନୂଆ ଢଙ୍ଗରେ ସ୍ୱାଗତ କରନ୍ତୁ। ଯଦି ଆମେ ଆମ ଜୀବନରେ କିଛିଟା ପରିବର୍ତ୍ତନ ଆଣୁ ଏବଂ ବାସ୍ତୁଶାସ୍ତ୍ର ଅନୁଯାୟୀ କିଛି ସହଜ ଉପାୟ ଅବଲମ୍ବନ କରୁ ତେବେ ଜୀବନରେ ସଫଳତା ପାଇପାରିବା। ଜାଣନ୍ତୁ ବାସ୍ତୁ ଅନୁଯାୟୀ କିଛି ସହଜ ଉପାୟ ବିଷୟରେ ଯାହା ନବବର୍ଷର ପ୍ରତ୍ୟେକ ଦିନକୁ ଉତ୍ସାହ ଓ ଆନନ୍ଦରେ ଭରିଦେବ।
ବାସ୍ତୁ ଅନୁଯାୟୀ, ଗୃହରେ ବଂଶୀ ରଖନ୍ତୁ। ଘରର ମୁଖ୍ୟ ଦ୍ୱାର ନିକଟରେ ବଂଶୀ ଲଗାନ୍ତୁ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ନିୟମିତ ତମ୍ବା ଲୋଟାରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ।
ଗୋଲପ, ଚମ୍ପା, ମଲ୍ଲୀ ଆଦିର ବାସ୍ନା ମାନସିକ ଦୁଶ୍ଚିତା ଦୂର କରେ। ଏହି ଫୁଲଗଛ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ମିଳିଥାଏ।
ଗୃହରେ ମନିପ୍ଲାଣ୍ଟ ଲଗାନ୍ତୁ। ଏହା ଦ୍ୱାରା ଦାମ୍ପତ୍ୟ ଜୀବରେ ସର୍ବଦା ମଧୁରତା ରହିଥାଏ।
ତୁଳସୀ ବୃକ୍ଷ ମଧ୍ୟ ଲଗାନ୍ତୁ।
ଭଗବାନ ମହେଶ୍ୱର ଓ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କରନ୍ତୁ। ଘରେ ବସିଥିବା ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଓ କାର୍ଯ୍ୟାଳୟରେ ଠିଆ ହୋଇଥିବା ଗଣେଶଙ୍କ ମୂର୍ତ୍ତି ଲଗାନ୍ତୁ। ଏହି ମୂର୍ତ୍ତିଙ୍କର ଚରଣ ଭୂମି ଅର୍ଥାତ ଯେଉଁସ୍ଥାନରେ ରଖୁଛନ୍ତି, ସେହି ସ୍ଥାନକୁ ସ୍ପର୍ଶ କରିବା ଆବଶ୍ୟକ। ଧବଳ ରଙ୍ଗର ପ୍ରଭୁ ଗଣେଶଙ୍କ ମୂର୍ତ୍ତି ସୁଖସମୃଦ୍ଧି ପ୍ରଦାନ କରିଥାଆନ୍ତି।
ଘରକୁ ଓ ଘରେ ଥିବା କାଚ ପାତ୍ରକୁ ସଫା କରନ୍ତୁ। ଗାଈଙ୍କୁ ଘାସ କିମ୍ବା ରୁଟି ଖାଇବାକୁ ଦିଅନ୍ତୁ।
ଅସହାୟ ଓ ଗରିବଙ୍କୁ ଦାନ କରନ୍ତୁ।
ସନ୍ଧ୍ୟା ସମୟରେ ଘରେ ଲାଇଟ ଲଗାନ୍ତୁ। ଅନ୍ଧକାର କରନ୍ତୁ ନାହିଁ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories