www.samajalive.in
Saturday, December 6, 2025
16.1 C
Bhubaneswar

ଜିଓର ସ୍ୱତନ୍ତ୍ର ପ୍ଲାନ୍‌; ଡାଟା ସହ ମାଗଣାରେ ମିଳିବ ନେଟ୍‌ଫ୍ଲିକ୍ସ, ଅନ୍ୟାନ୍ୟ ସୁବିଧା..

ନୂଆଦିଲ୍ଲୀ : ଜିଓର ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ତେବେ ଏହାର ଏଭଳି ଏକ ଖାସ୍‌ ପ୍ଲାନ୍‌ ରହିଛି, ଯେଉଁଥିରେ ଉପଭୋକ୍ତାଙ୍କୁ ଅନେକ ସୁବିଧା ସହ ମାଗଣାରେ ନେଟ୍‌ଫ୍ଲିକ୍ସ ମିଳିବ । ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୮୪ ଦିନର ସମୟ ସୀମା ପର୍ଯ୍ୟନ୍ତ ମିଳିଥାଏ । ଜିଓର ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ଅସୀମିତ କଲିଙ୍ଗ୍‌ ସହ ଡାଟା ଓ ଏସଏମଏସର ସୁବିଧା ମଧ୍ୟ ମିଳିବ ।
ଏହି ପ୍ଲାନ୍‌ର ଦାମ୍‌ ୧,୨୯୯ ଟଙ୍କା । ଏଥିରେ ଅନେକ ଆପ୍‌ ବ୍ୟବହାର କରିବା ପାଇଁ ମଧ୍ୟ ସୁବିଧା ମିଳିବ । ଏଥିରେ ଅସୀମିତ କଲିଙ୍ଗ୍‌ ସହ ଲୋକାଲ୍‌ ଓ ଏସଟିଡି କଲ୍‌ ମଧ୍ୟ ସାମିଲ ରହିଛି ।
ଦୈନିକ ୧୦୦ ଏସଏମଏସ ସୁବିଧା ମଧ୍ୟ ମିଳିବ ।
ଦୈନିକ ୨ ଜିବି ଡାଟା ମିଳିବ ।ମୋଟ ୧୬୮ ଡାଟା ମିଳିବ ।
ଏଥିରେ ନେଟ୍‌ଫ୍ଲିକ୍ସ ସହ ଜିଓ ଟିଭି, ଜିଓ ସିନେମା ଓ ଜିଓ କ୍ଲାଉଡର ସୁବିଧା ମଧ୍ୟ ମିଳିବ।

ବଜେଟ୍‌ ପୂର୍ବରୁ ବଢିଲା ସୁନା ଦାମ୍‌

ମାତ୍ର ୫ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ବନ୍ଦ ଭାଗ୍ୟର ତାଲା..

- Advertisement -

ଦେଖନ୍ତୁ ଭିଡିଓ ; ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ପାଇଁ ତିଆରି ଖାଦ୍ୟରେ ମାଟି ପକାଇ ପୁଲିସ କର୍ମୀ ନିଲମ୍ବିତ

ଦେଖନ୍ତୁ ଭିଡିଓ ;ଶିକାର କରି ପାଣିର ପ୍ରଖର ସ୍ରୋତରେ କେମିତି ଫସିଗଲା ଅଜଗର

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories