ଦେଖନ୍ତୁ ଭିଡିଓ ; ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ପାଇଁ ତିଆରି ଖାଦ୍ୟରେ ମାଟି ପକାଇ ପୁଲିସ କର୍ମୀ ନିଲମ୍ବିତ

ନୂଆଦିଲ୍ଲୀ : ମହାକୁମ୍ଭ ୨୦୨୫ ସହ ଜଡିତ ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ଜଣେ ପୁଲିସକର୍ମୀ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସ୍ତୁତ ହେଉଥିବା ଖାଦ୍ୟରେ ମାଟି ପକାଇ ଦେଉଥିବା ଦେଖାଯାଉଛି। ପୁଲିସ କର୍ମଚାରୀଙ୍କ ଏହି ଭିଡିଓ ଭାଇରାଲ୍‌ ହେବା ପରେ ଆବଶ୍ୟକ ପଦେକ୍ଷେପ ଗ୍ରହଣ କରାଯିବା ସହ ଅଧିକାରୀ ତାଙ୍କୁ ନିଲମ୍ବନ କରିଛନ୍ତି । ये दुर्भाग्यपूर्ण है कि जो लोग महाकुंभ में फँसे लोगों के लिए भोजन-पानी … Continue reading ଦେଖନ୍ତୁ ଭିଡିଓ ; ମହାକୁମ୍ଭରେ ଶ୍ରଦ୍ଧାଳୁଙ୍କ ପାଇଁ ତିଆରି ଖାଦ୍ୟରେ ମାଟି ପକାଇ ପୁଲିସ କର୍ମୀ ନିଲମ୍ବିତ