www.samajalive.in
Saturday, December 6, 2025
14.1 C
Bhubaneswar

ମାତ୍ର ୫ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ବନ୍ଦ ଭାଗ୍ୟର ତାଲା..

ବସନ୍ତ ପଞ୍ଚମୀ ଚଳିତ ବର୍ଷ ୨ ଫେବୃଆରୀରେ ପାଳନ କରାଯିବ। ସରସ୍ୱତୀ ପୂଜାର ଠିକ୍‌ ୨ ଦିନ ପରେ ୪ ଫେବୃଆରୀରେ ଗୁରୁ ବୃଷ ରାଶିରେ ସିଧା ଚଳନ କରିବେ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଧନ, ବୈଭବ ଓ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ। ଗୁରୁ ବୃଷ ରାଶିରେ ସିଧା ଚଳନ ଖୁବ୍‌ ଖାସ୍‌ ବୋଲି କୁହାଯାଏ।
୪ ଫେବୃଆରୀରେ ଗୁରୁ ବୃଷ ରାଶିରେ ଅପରାହ୍ଣ ୧ଟା ୪୬ ମିନିଟ୍‌ ମିନିଟ୍‌ରେ ପ୍ରବେଶ କରିବେ। ଗୁରୁଙ୍କ ଚଳନ ପରେ ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଲେ ମଧ୍ୟ ୫ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ମେଷ- ଦେବ ଗୁରୁ ବୃହସ୍ପତିଙ୍କ ସିଧା ଚଳନ ଖୁବ୍‌ ଖାସ୍‌ ବୋଲି କୁହାଯାଏ। କର୍ମକ୍ଷେତ୍ରରେ ଶୁଭ ପରିବର୍ତ୍ତନ ହେବ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ପାଇବ । ପଦନ୍ନୋତିର ଯୋଗ ରହିଛି ।

- Advertisement -

ବୃଷ – କର୍ମକ୍ଷେତ୍ରରେ ଶୁଭଫଳ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । କର୍ମକ୍ଷେତ୍ରରେ ଦୀର୍ଘ ଦିନର ଇଚ୍ଛା ପୂରଣ ହେବ ।

କନ୍ୟା- ପ୍ରତ୍ୟେକ କ୍ଷେତ୍ରରେ ସକରାତ୍ମକ ଫଳ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଆୟରେ ବୃଦ୍ଧି ହେବ ।

ବିଛା – ଟଙ୍କା ନିବେଶ କରିବେ । ବ୍ୟବସାୟରେ ଖୁବ୍‌ ଲାଭ ମିଳିବ । ଧନ ସଞ୍ଚୟ କରିବେ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମକର – ଏହି ରାଶିଙ୍କୁ ଅନେକ ଲାଭ ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ପୁରୁଣା ନିବେଶରୁ ଲାଭବାନ୍‌ ହେବେ । ବ୍ୟବସାୟରେ ଖୁବ୍‌ ଉନ୍ନତି ହେବ ।

ଲାଗି ରହୁଛି କି ରୋଗ? ଗ୍ରହ ଦୋଷ ନୁହେଁ ତ କାରଣ, ଜାଣନ୍ତୁ କେଉଁ ଗ୍ରହଙ୍କ ପାଇଁ ହୁଏ କି ରୋଗ, କେମିତି ଦୂର ହେବ ସମସ୍ୟା..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories