ବଜେଟ୍ ପୂର୍ବରୁ ବଢିଲା ସୁନା ଦାମ୍
ନୂଆଦିଲ୍ଲୀ : ଫେବୃଆରୀ ୧ ଅର୍ଥାତ୍ ଶନିବାର ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍। ବଜେଟ୍ ପୂର୍ବରୁ ବଢିଛି ସୁନା ଦାମ୍। ଶୁକ୍ରବାର ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୮୪,୩୩୦ରେ ପହଞ୍ଚିଛି। ଗତକାଲି ଏହା ୮୩,୦୨୦ ଟଙ୍କା ଥିଲା । ପ୍ରାୟ ଗୋଟିଏ ଦିନରେ ୧,୩୧୦ ଟଙ୍କା ବୃଦ୍ଧି ପାଇଛି। ୨୨ କ୍ୟାରେଟ୍ ସୁନା ନାମ୍ ୧୦ ଗ୍ରାମ୍କୁ ୭୭,୩୦୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଗତକାଲି ଏହା ୭୬,୧୦୦ ଟଙ୍କା ଥିଲା । ଏଥିରେ … Continue reading ବଜେଟ୍ ପୂର୍ବରୁ ବଢିଲା ସୁନା ଦାମ୍
Copy and paste this URL into your WordPress site to embed
Copy and paste this code into your site to embed