ମାତ୍ର ୫ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ବନ୍ଦ ଭାଗ୍ୟର ତାଲା..

ବସନ୍ତ ପଞ୍ଚମୀ ଚଳିତ ବର୍ଷ ୨ ଫେବୃଆରୀରେ ପାଳନ କରାଯିବ। ସରସ୍ୱତୀ ପୂଜାର ଠିକ୍‌ ୨ ଦିନ ପରେ ୪ ଫେବୃଆରୀରେ ଗୁରୁ ବୃଷ ରାଶିରେ ସିଧା ଚଳନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଧନ, ବୈଭବ ଓ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ। ଗୁରୁ ବୃଷ ରାଶିରେ ସିଧା ଚଳନ ଖୁବ୍‌ ଖାସ୍‌ ବୋଲି କୁହାଯାଏ। ୪ ଫେବୃଆରୀରେ ଗୁରୁ ବୃଷ ରାଶିରେ ଅପରାହ୍ଣ ୧ଟା ୪୬ ମିନିଟ୍‌ ମିନିଟ୍‌ରେ ପ୍ରବେଶ କରିବେ। ଗୁରୁଙ୍କ … Continue reading ମାତ୍ର ୫ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶିଙ୍କ ଉପରେ ହେବ ଧନ ବର୍ଷା, ଖୋଲିବ ବନ୍ଦ ଭାଗ୍ୟର ତାଲା..