ଦେଖନ୍ତୁ ଭିଡିଓ ;ଶିକାର କରି ପାଣିର ପ୍ରଖର ସ୍ରୋତରେ କେମିତି ଫସିଗଲା ଅଜଗର

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ମୈନପୁରୀ ଜିଲାରେ ଆଶ୍ଚର୍ଯ୍ୟ କରିବା ଭଳି ଏକ ଘଟଣା ଘଟିଛି । ଏଠାରେ ଏକ ବିଶାଳକାୟ ଅଜଗର ସାପ ଶିକାର କରିବା ସମୟରେ ନିଜେ ହିଁ କେନାଲ ପାଣିରେ ଫସି ଯାଇଛି । ବଡ ଶିକାରକୁ ଫସାଇଥିବା ସମୟରେ ସେ ନିଜେ ହିଁ ଫସି ଯାଇଛି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓକୁ ଦେଖି ଲୋକେ … Continue reading ଦେଖନ୍ତୁ ଭିଡିଓ ;ଶିକାର କରି ପାଣିର ପ୍ରଖର ସ୍ରୋତରେ କେମିତି ଫସିଗଲା ଅଜଗର