www.samajalive.in
Sunday, December 7, 2025
23.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

– ସେଲ୍‌ଫି ନେବାବେଳେ କାଂସବାହାଲ ଡ୍ୟାମରେ ଖସି ପଡ଼ିଲେ ୨ ଯୁବକ। ଅଗ୍ନିଶମ ବାହିନୀ ଦ୍ବାରା ୨ଯୁବକ ଉଦ୍ଧାର ପରେ ଆର୍‌ଜିଏଚ୍‌ରେ ଭର୍ତ୍ତି। ପ୍ରଥମେ ଉଦ୍ଧାର ଯୁବକ ଜଣଙ୍କୁ ମୃତ୍ୟୁ ଘୋଷଣା, ଅନ୍ୟ ଜଣେ ଗୁରୁତର
– ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୭୩୫୮ ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୭୩୯୩୭୬କୁ ବୃଦ୍ଧି

– କେନ୍ଦୁଝର ଗଡ଼ ରେଲୱେ ଷ୍ଟେସନରେ ମାଲବାହୀ ଟ୍ରେନର ୩ବଗି ​‌ଲାଗି ଲାଇନଚ୍ୟୁତ। ଖାଲି ମାଲବାହୀ ଟ୍ରେନଟି ମାଲ ଲୋଡିଂ ପାଇଁ ଗଲାବେଳେ ଲାଇନଚ୍ୟୁତ। କାରଣ ଅସ୍ପଷ୍ଟ, ଉଦ୍ଧାର ପାଇଁ ପହଞ୍ଚିଲେ ବରିଷ୍ଠ ଅଧିକାରୀ।

- Advertisement -

– ବ୍ରହ୍ମପୁର: ଦିଗପହଣ୍ଡି ଥାନା କୋଟିନଡ଼ା ଗାଁରେ ଦୁଇ ଗୋଷ୍ଠୀ ସଂଘର୍ଷ ଘଟଣା। ପୁଲିସ ଗୋଟିଏ ଗୋଷ୍ଠୀର ୪ଜଣଙ୍କୁ ଅଟକ ରଖି ପଚରାଉଚୁରାକୁ ନେଇ ପ୍ରତିବାଦ​‌େ​‌ର ଅପର ଗୋଷ୍ଠୀ ପକ୍ଷରୁ ଥାନାରେ ଧାରଣା।

– ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୫୬୬ କରୋନା ଆକ୍ରାନ୍ତ ଚିହ୍ନଟ। କ୍ବାରେଣ୍ଟାଇନରୁ ୧୧୨ ଓ ଲୋକାଲ କଣ୍ଟାକ୍ଟ କେସ ୪୫୪ କେସ। ଆଜି ସୁସ୍ଥ ହେଲେ ୧୨୩୧

– ଗଛ ଲଗାଇଲେ ମୁଖ୍ୟମନ୍ତ୍ରୀ ; କହିଲେ ଏହା ଏକ ଉତ୍ସାହଜନକ ଅନୁଭବ
–  କେନ୍ଦ୍ର ମନା କରିବା ପରେ ଅଟକିଲା କେଜରିୱାଲଙ୍କ ‘ଘରେ ଘରେ ରେସନ୍‌’ ଯୋଜନା
–  ଦେଶରେ ୨୩ କୋଟିରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଦିଆଯାଇଥିବା ସୂଚନା
– ବଲିଉଡର ବର୍ଷିଆନ ଅଭିନେତା ଦୀଲିପ କୁମାର ଅସୁସ୍ଥ, ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି
– ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କରୋନା ଆକ୍ରାନ୍ତ, ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି
– ରାଜ୍ୟର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା, ସଂକ୍ରମଣ ହାର ଏବେ ୯%
–  ରାଜ୍ୟରେ ଦିନକରେ ୭,୦୦୨ ପଜିଟିଭ୍ ଚିହ୍ନଟ: ୪୨ ମୃତ ଓ ୭,୩୫୮ ସୁସ୍ଥ
– ଦେଶରେ ଆଜି ୧,୧୪,୪୬୦ ନୂଆ ପଜିଟିଭ ଚିହ୍ନଟ, ୨,୬୭୭ମୃତ ଓ ୧,୮୯,୨୩୨ ସୁସ୍ଥ
–  ଆସନ୍ତା ୧୦ତାରିଖରେ ଉତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା, ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ
– ଜୁନ ୧୦ରେ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟପରାଗ

– ଗତ ୨୪ ଦିନ ହେଲା ସଂକ୍ରମିତଙ୍କଠାରୁ ଅଧିକ ସଂସ୍ଥ ହେଲେଣି। ଜାତୀୟ ସୁସ୍ଥ ହାର ଦୃତ ଗତିରେ ବଢ଼ି ୯୩.୬୭%ରେ ପହଞ୍ଚିଲା।

– ଦୈନିକ ସଂକ୍ରମଣ ହାର ୫.୬୨%କୁ କମିଲା। ଲଗାତାର ତ୍ରୟୋଦଶ ଦିନ ପାଇଁ ସଂକ୍ରମଣ ହାର ୧୦%ରୁ କମ ରହିଛି।

– ରାଜ୍ୟରେ କରୋନା ସ୍ଥିତି ନେଇ ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା। ଗୋଟିଏ ସମୟ ଥିଲା ଆମର ୨୩% ଉପରେ ସଂକ୍ରମଣ ହାର ରହୁଥିଲା। ଧିରେ ଧିରେ କମି ବର୍ତ୍ତମାନ ୯ ପ୍ରତିଶତରେ ପହଞ୍ଚିଲାଣି।

– ସେତେବେଳ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ବ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡୁଛି ଆମ ସଂକ୍ରମଣ ହାର କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି।

–ସେତେବେଳ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ବ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡୁଛି ଆମ ସଂକ୍ରମଣ ହାର କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି।

–ସେତେବେଳ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ବ ଦେଇ ବଢ଼ାଇଛୁ। ଏଥିରୁ ଜଣାପଡୁଛି ଆମ ସଂକ୍ରମଣ ହାର କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି।

–ସଂକ୍ରମଣ ବ୍ରେକ ପାଇଁ ଯେଉଁ ପ୍ରୟାସ ଥିଲା, ତାହା ସଫଳ ହୋଇଛି। ଏହିପରି ସଂକ୍ରମଣ କମିଲେ, ଆଶା ଯାହା ସେଠି ପହଞ୍ଚିବାକୁ ୭ରୁ୯ଦିନ ଲାଗିବ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories