www.samajalive.in
Sunday, December 14, 2025
17.1 C
Bhubaneswar

ସକାଳ ୯ଟା – ମୁଖ୍ୟ ସମ୍ବାଦ

– ଇକ୍ୟୁଏଡର ଏବଂ ଉତ୍ତର ପେରୁରେ ୬.୮ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ ୧୪ ମୃତ, ଶତାଧିକ ଆହତ
– ଭୂକମ୍ପରେ ଅନେକ ଘରଦ୍ୱାର ନଷ୍ଟ, ଉଦ୍ଧାର କାର୍ଯ୍ୟ ଜାରି
– ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ୭୪ ବର୍ଷ ବୟସରେ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ, ସେ ଯକୃତ ରୋଗରେ ପୀଡ଼ିତ ଥିଲେ
– ସ୍ୱର୍ଗତ ପାଣ୍ଡେ ୧୯୮୦, ୧୯୮୫ ଓ ୧୯୯୫ରେ ଝାରସୁଗୁଡ଼ାରୁ କଂଗ୍ରେସ ଟିକେଟରୁ ନିର୍ବାଚିତ ହୋଇଥିଲେ
– କଳାଧନ ସମ୍ପର୍କିତ ଏସଆଇଟି ବୈଠକରେ ଉପାଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତଙ୍କ ସୂଚନା, ଅର୍ଚ୍ଚନା ନାଗ ମାମଲାରେ ଇଡି ଆଟାଚ୍‌ କରିଛି ଚାରି କୋଟି ଟଙ୍କାର ବେଆଇନ ସମ୍ପତ୍ତି
– ପଶ୍ଚିମା ଝଡ଼ ପ୍ରଭାବ, ଆଜି ୧୭ଟି ଜିଲ୍ଲାକୁ କାଳବୈଶାଖୀ ବର୍ଷା ପାଇଁ ସତର୍କତା ଜାରି
– ଯୁବ ପ୍ରତିଭାକୁ ଚିହ୍ନଟ ଲାଗି ଆଜିଠୁ ୪ଟି କେନ୍ଦ୍ରରେ ଆରମ୍ଭ ହେବ ହକି ଇଣ୍ଡିଆର ଜୋନାଲ ଚାମ୍ପିଅନସିପ
– ଭୁବନେଶ୍ବରରେ ଜୋରଦାର ସେଫ୍ ସିଟି ଡ୍ରାଇଭ, କଟକ ରୋଡ୍ ଓ ରସୁଲଗଡ଼ରେ ବିଳମ୍ବିତ ରାତି ଯାଏ ଚାଲିଥିବା ବାର୍ ଓ ୪ଟି ହୋଟେଲରେ ଚଢ଼ାଉ
– ଆଜିଠାରୁ ଯାଜପୁରର ବୈତରଣୀ ନଦୀର ଦଶାଶ୍ବମେଧ ଘାଟରେ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା
– ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପକୁ ମିଳିଲା ନ୍ୟାସନାଲ ଓ୍ବାଟର ଡାଇଜେଷ୍ଟ ପୁରସ୍କାର
– ଯାଜପୁର ଧର୍ମଶାଳା ଥାନା ଅନ୍ତର୍ଗତ ସାରୋଇ ଛକ ଠାରେ ୧୬ ନମ୍ବର ଜାତୀୟ ରାଜପଥରେ ଶନିବାର ରାତିରେ ଏକ ହାଇୱାକୁ ପଛରୁ ଧକ୍କା ଦେଲା ପାଣି କୋଚ ବସ, ବସ କଣ୍ଡକ୍ଟର ଓ ହାଇୱା ଚାଳକ ଗୁରୁତର, ବସର ସମସ୍ତ ଯାତ୍ରୀ ସୁରକ୍ଷିତ

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories