www.samajalive.in
Sunday, December 7, 2025
26.1 C
Bhubaneswar

ରାତି ୯ଟା-ମୁଖ୍ୟ ଖବର

କୋଭିଡ-୧୯ ଟିକାକରଣ ଅଭିଯାନ : ଟିକା ନେଲେଣି ୩୯ କୋଟିରୁ ଅଧିକ

କେବଳ ବୁଧବାର ଦିଆଗଲା ୩୨ ଲକ୍ଷ ୧୦ ହଜାର ୪୫୧ ପାନ, ମୋଟ ୩୯ କୋଟି ୧୦ ଲକ୍ଷ, ୫୩ ହଜାର ୧୫୬ ପାନ ଟିକା ଦିଆଗଲାଣି

କୋଭିଡ୍‍ ଉପଯୁକ୍ତ ଆଚରଣକୁ କଡ଼ାକଡ଼ି ଭାବେ ଲାଗୁ କରିବାପାଇଁ ପଦକ୍ଷେପ ନେବାକୁ ରାଜ୍ୟଗୁଡ଼ିକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ 

ରାଜ୍ୟରେ ଆଜି ଆଉ ୨,୬୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୯,୨୦,୬୪୬କୁ ବୃଦ୍ଧି

– କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟରୋଗ ଅନୁଷ୍ଠାନ (AHPGIC) ରେ ଏମଆର ଆଇ ଓ ସିଟି ସ୍କାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆସନ୍ତାକାଲିଠାରୁ ଭୁବନେଶ୍ବର ଏମ୍ସରେ ଉପଲବ୍ଧ ହେବ ଇକମୋ ଚିକିତ୍ସା, ରାଜ୍ୟର ପ୍ରଥମ ସରକାରୀ ଚିକିତ୍ସାଳୟ ଭାବେ ଏମ୍ସରେ ଏହି ସୁବିଧା

ଆସନ୍ତାକାଲି ଭୁବନେଶ୍ବର ଏମ୍ସର ନବମ ପ୍ରତିଷ୍ଠା ଦିବସ ଅବସରରେ ଇକମୋ ଚିକିତ୍ସାର ଶୁଭାରମ୍ଭ ହେବ

–ଆସନ୍ତାକାଲି ମୋଦୀଙ୍କ ବାରଣାସୀ ଗସ୍ତ, ୧୫୦୦ କୋଟି ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ସିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ 

ଦୀର୍ଘ ଏକ ବର୍ଷ ପରେ ବ୍ୟକ୍ତିଗତ ପ୍ରତ୍ୟକ୍ଷ ଉପସ୍ଥିତ ରହି ଆଜି କ୍ୟାବିନେଟ୍‍ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୧୧ % ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର, ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି  ପାଇଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସଂସଦର

ରାଷ୍ଟ୍ରୀୟ ଆୟୁଷ ମିଶନର ଅବଧି ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି, ବ୍ୟୟ ହେବ ୪୬୦୭ କୋଟି 

ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ସର୍ବଦଳୀୟ ବୈଠକ ଡାକିଲେ ସରକାର, ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ

ପୀୟୂଷ ଗୋୟଲ ହେଲେ ରାଜ୍ୟସଭାରେ ବିଜେପିର  ସଂସଦୀୟ ଦଳ ନେତା, ଥାୱରଚନ୍ଦ ଗେହଲଟଙ୍କ ସ୍ଥାନ ନେଲେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ

କାଉଡି ଯାତ୍ରା : ୟୁପି ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟଙ୍କ ରାୟ ; କେନ୍ଦ୍ରକୁ ମଧ୍ୟ ନୋଟିସ ଜାରି

ଏସଆଇ ବୈଷୟିକ କମିଟିର ସ୍ୱତନ୍ତ୍ର ଟିମ ପୁରୀରେ ଶ୍ରୀମନ୍ଦିର ଳେଜର ସ୍କାନିଂ କରି ଯାଞ୍ଚ କରିଛନ୍ତି

ପେଟ୍ରୋଲ, ଡିଜେଲ୍‌, ରନ୍ଧନ ଗ୍ୟାସ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି ପ୍ରତିବାସରେ ରାଜ୍ୟ ମହିଳା କଂଗ୍ରେସର ଶୋଭାଯାତ୍ରା ଓ ପ୍ରତିବାଦ

ଆଜି ଠାରୁ ମିଳିଲା ମହାପ୍ରଭୁଙ୍କ ଆଡପ ଅବଢା

ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨

-ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୪୭୭୨୯୩୮ ନମୁନା ପରୀକ୍ଷା

-ଓଡ଼ିଶାରେ କରୋନାରୁ ମୋଟ ୯୧୮୦୪୧ ସୁସ୍ଥ

-୨୪ ଘଣ୍ଟାରେ ରାଜ୍ୟରେ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୨୦

-ଗୋଟିଏ ଦିନରେ ଦେଶରେ ଆଉ ୩୮,୭୯୨ କରୋନା ସଂକ୍ରମିତ ଚିହ୍ନଟ

-ଦେଶରେ ୬୨୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ; କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୪,୧୧,୪୦୮

-ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୯ ଲକ୍ଷ ୪୬ ହଜାର ୭୪

-୩ କୋଟି ୧ଲକ୍ଷ ୪ହଜାର ୭୨୦ ସୁସ୍ଥ

-ଦେଶରେ ୪ ଲକ୍ଷ ୨୯ ହଜାର ୯୪୬ ଜଣ ସକ୍ରିୟ ସଂକ୍ରମିତ

-ମୋଟ ୪୩,୫୯,୭୩,୬୩୯ ନମୁନା ପରୀକ୍ଷା ; ଗତକାଲି ଗୋଟିଏ ଦିନରେ ଦେଶରେ ୧୯,୧୫,୫୦୧ ନମୁନା ପରୀକ୍ଷା

-ରାଜସ୍ଥାନରେ କପ୍ପା ଭାରିଆଣ୍ଟ ରେ ୧୧ ଜଣ ସଂକ୍ରମିତ ଚିହ୍ନଟ

-ସରକାରୀ ଚାକିରିରେ ଥିବା ସମୟରେ ଆତଙ୍କିଙ୍କ ପାଇଁ ପାଣ୍ଠି ଯୋଗାଡ କରୁଥିଲେ ସୟଦ ସଲାହଉଦ୍ଦିନଙ୍କ ପୁଅ

-ପୁଲୱାମାରେ ଗୁଳି ବିନିମୟ; ପାକିସ୍ତାନୀ ଲସ୍କର କମାଣ୍ଡର ସମେତ ୩ ନିହତ

-ଜମ୍ମୁ ସୀମାରେ ଡ୍ରୋନ ଠାବ; ସୀମା ସୁରକ୍ଷା ବାହିନୀର ଗୁଳିଚାଳନା ପରେ ପାକିସ୍ତାନ ପଟକୁ ଫେରିଗଲା

-ପାକିସ୍ତାନରେ ବସରେ ବିସ୍ଫୋରଣ; ୬ ଚାଇନା ନାଗରିକଙ୍କ ସମେତ ୮ ମୃତ

-ଚନ୍ଦ୍ର ପୃଷ୍ଠକୁ ଯାଇଥିବା ଧାନରୁ ବିହନ ଉତ୍ପାଦନ କଲା ଚାଇନା

-ଭାରତରେ ୨୦୨୬ ବ୍ୟାଡମିଣ୍ଟନ୍‌ ବିଶ୍ବ ଚମ୍ପିଆନସିପ୍‌

-୧୪୦୦୦ ଟି-୨୦ ରନ୍ କରିବାରେ ଗେଲ୍‌ ବିଶ୍ବରେ ପ୍ରଥମ

– ୱାସିମ ଜାଫର ହେଲେ ଓଡ଼ିଶା ସିନିୟର କ୍ରିକେଟ ଟିମର କୋଚ

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories