www.samajalive.in
Sunday, December 14, 2025
17.1 C
Bhubaneswar

ଭବିଷ୍ୟନିଧି ପାଣ୍ଠି ତରଫରୁ କର୍ମଶାଳା

ମୋହନା: ସ୍ଥାନୀୟ ହିଲଟପ କଲେଜରେ ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ ପକ୍ଷରୁ ଅଧ୍ୟାପକ ଭଗବାନ ବିଷୋୟୀଙ୍କ ସଭାପତିତ୍ବରେ ବ୍ରହ୍ମପୁର ସ୍ଥିତ ଭବିଷ୍ୟନିଧି ପାଣ୍ଠି (ଇପିଏଫଓ) କାର୍ଯ୍ୟାଳୟ ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ରୂପେ ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହବିଦ୍ୟାଳୟର ଅଧ୍ୟକ୍ଷ ଡଃ. କିଶୋର ଚନ୍ଦ୍ର ସାହୁ, ସ୍ୱତନ୍ତ୍ର ଅତିଥି ଯୁକ୍ତ ୩ ଶିକ୍ଷା ପରିଚାଳନା କମିଟି ସଭାପତି ଦିବାକର ପାଢ଼ୀ, ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତି, ଶିକ୍ଷାବିତ ମଧୁସୂଦନ ପାଢ଼ୀ ଯୋଗ ଦେଇଥିଲେ।ଭବିଷ୍ୟନିଧି କ୍ଷେତ୍ରୀୟ ପ୍ରବର୍ତ୍ତନ ଅଧିକାରୀ ପ୍ରଭାତ କୁମାର ମହାରଣା କର୍ମଶାଳାରେ ଉପସ୍ଥିତ ସମସ୍ତ କର୍ମଚାରୀ ତଥା ବିଭିନ୍ନ ବିଭାଗରୁ ଆସିଥିବା ଉପଭୋକ୍ତାଙ୍କୁ ଅତି ପ୍ରାଞ୍ଜଳ ଭାବେ ଭବିଷ୍ୟତ ନିଧି ପାଣ୍ଠିର ବିନିଯୋଗ ଓ ଏହାର ଉପକାରିତାର କୌଶଳ ଓ ଲାଭ ସମ୍ପର୍କରେ ବୁଝାଇଥିଲେ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories