ବାଲେଶ୍ୱର : ଶତାଧିକ ମହିଳାମାନେ ସୋମବାର ବାଲେଶ୍ୱର ଜିଲାର ଜାତୀୟ ରାଜପଥରୁ ରେମୁଣା ବାଇପାସ ରାସ୍ତାକୁ ଅବରୋଧ କରିଛନ୍ତି। ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ରେମୁଣା ଥାନା ବାଙ୍ଗରଗାଁରେ ଗତ ୧୪ ତାରିଖରେ ଯୁବତୀକୁ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ୧୨ ଦିନ ହୋଇଯାଇଥିଲେ ଅପରାଧି ଧରିବାରେ ପୁଲିସର ବିଫଳତା ପାଇଁ ମହିଳାମାନେ ଏହି ରାସ୍ତାରୋକ କରିଥିବା ଜଣାପଡ଼ିଛି।
Popular Categories



