ଖୁଣ୍ଟା: ମୟୂରଭଞ୍ଜ ଜିଲା ଖୁଣ୍ଟା ହର୍ଟିକଲଚର ମାଳୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢାଉ କରିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଳୀ ଉଦ୍ଧବ ବେହେରାଙ୍କ ୪ଟି ସ୍ଥାନରେ ଥିବା ଘରେ ଭିଜିଲାନ୍ସ ଟିମ ଚଢାଉ କରିଛି। ନୁଦଡ଼ିହା ଶ୍ୱଶୁରଘର, ବଡ଼ାମପଦାସ୍ଥିତ ବାସଭବନ, କପ୍ତିପଦା ଫାର୍ମ ହାଉସ, ଉଦଳା ହର୍ଟିକଲଚର କାର୍ଯ୍ୟାଳୟରେ ବାଲେଶ୍ୱର ଭିଜିଲାନ୍ସ ଟିମ ଚଢାଉ କରିଛି। ଉଦ୍ଧବ ଉଦଳାରେ ଚାକିରି କରୁଥିବା ବେଳେ ବିଭିନ୍ନ ଦୁର୍ନୀତି ନେଇ ତାଙ୍କ ନାମରେ ଅଭିଯୋଗ ହୋଇଥିଲା। ଚଡାଉ ଜାରି ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।
Popular Categories



