ବୌଦ୍ଧ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦ୍ଵାରା ରାଜ୍ୟର ୩୬ ଟି ସାଂଗଠାନିକ ଜିଲ୍ଲା ବିଜେପି ସଭାପତି ନିଯୁକ୍ତ ହୋଇଛନ୍ତି। ରାଜ୍ୟ ବିଜେପି ସଭାପତିଙ୍କ ଦ୍ଵାରା ବୌଦ୍ଧ ଜିଲ୍ଲା ବିଜେପି ସଭାପତି ଭାବେ ବିପ୍ର ଚରଣ ମହାନ୍ତିଙ୍କୁ ଦ୍ଵିତୀୟ ଥର ଜିଲ୍ଲା ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏହି ଉପଲକ୍ଷେ ଜିଲ୍ଲା ବିଜେପି ଦଳର ସମସ୍ତ ନେତୃବୃନ୍ଦ ଓ ଜନସାଧାରଣ ରାଜ୍ୟ ବିଜେପି ସଭାପତି ଶ୍ରୀ ସାମଲଙ୍କୁ ଧନ୍ୟବାଦ୍ ଅପର୍ଣ କରିଛନ୍ତି।
Popular Categories



