ପାଟଣା: ଆଜି ବିଳମ୍ୱିତ ସନ୍ଧ୍ୟାରେ ସରଧାପୁର-ବାଉଁଶୁଳି ରାସ୍ତାର ଜଡ଼ିଚାତର ନିକଟରେ ପୁରୁଣିଆ ପୂର୍ବରୁ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। କାରଟି ଏକ ଗଛରେ ବାଡେଇ ହୋଇ ବିଲ ଭିତରକୁ ଚାଲିଯାଇଛି। କାରରେ ୫ ଜଣ ଲୋକ ଥିଲେ। ତେବେ କାରରେ ଥିବା ୨ ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ସେମାନଙ୍କୁ କାରରେ ଥିବା ଅନ୍ୟ ବ୍ୟକ୍ତି ମାନେ ଡାକ୍ତରଖାନା ନେଇଯାଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି।
Popular Categories



