www.samajalive.in
Monday, December 15, 2025
27.1 C
Bhubaneswar

କରଣ ସମାଜର ଗୋଷ୍ଠି କେନ୍ଦ୍ର ନିର୍ମାଣ ପାଇଁ ଭୂମିପୂଜନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ଉପକଣ୍ଠ ଧାମନଡ଼ଙ୍ଗା ପଂଚାୟତ କଣ୍ଟାବାଞ୍ଜି ଉପକାରାଗାର ପଛପଟେ ସମାଜର ନିଜସ୍ୱ ଜମି ଉପରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଅନୁଦାନ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେରେ ନିର୍ମାଣ ହେବାକୁ ଥିବା ଗୋଷ୍ଠି କେନ୍ଦ୍ରର ଭୂମି ପୂଜନ କାର୍ଯ୍ୟକ୍ରମ ସମ୍ପନ୍ନର୍ଣ ହୋଇଯାଇଛି। ତୁରେକେଲା ବ୍ଲକ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ସେଠ, କେନ୍ଦ୍ର ନିର୍ମାଣ ପାଇଁ ପ୍ରସ୍ତୁତ ହୋଇ ଥିବା ଡାଇଗ୍ରାମ ଅନୁସାରେ ଲେ -ଆଉଟ ଦେଲା ପରେ, ସଂଘର ସଭାପତି ପୂର୍ଣ୍ଣଦା ନନ୍ଦ ମହାନ୍ତି ଭୂମି ପୂଜନ କାର୍ଯ୍ୟରେ କର୍ତ୍ତା ଭାବେ ପୂଜା କାର୍ଯ୍ୟରେ ଦାୟିତ୍ୱ ନିର୍ବାହ କରିଥିଲେ। ଅନ୍ୟ ମାନଙ୍କ ମାନଙ୍କ ମଧ୍ୟରେ ସମ୍ପାଦକମୁନ୍ନା ମହାନ୍ତି, ସୁରେଶ ମହାନ୍ତି, ବିଶ୍ୱରଂଜନ ବହିଦାର, ମନୋଜ ପଟ୍ଟନାୟକ, ଧନଞ୍ଜୟ ମହାନ୍ତି, ବାବୁଲା ମହାନ୍ତି,ନିଲୁ ବହିଦାର, ଦେବ ମହାନ୍ତି, ବାବୁଲି ମହାନ୍ତି, ରମାକାନ୍ତ ଦାସ, ସନ୍ତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଭୂମିପୂଜନ କାର୍ଯ୍ୟରେ ସହଯୋଗ କରିଥିଲେ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories