www.samajalive.in
Monday, December 15, 2025
17.1 C
Bhubaneswar

୭ ଦିନ ହେଲା ଭାରତ ସଂଚାର ନିଗମର ଟେଲି ଯୋଗାଯୋଗ ବିଭ୍ରାଟ, ଡାକସେବା ଠପ୍

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡା ଅଞ୍ଚଳକୁ ସଂଯୋଗ କରାଯାଇଥିବା ଭାରତ ସଞ୍ଚାର ନିଗମର ଟେଳିଫୋନ୍ ଓ ବ୍ରଡ୍ ବ୍ୟାଣ୍ଡ୍ ସେବା ଗତ ୧୬ ତାରିଖରୁ ବିଭ୍ରାଟ ଦେଖାଦେଇଛି। ଫଳରେ ଲଇଡା ଅଞ୍ଚଳର ଡାକ ସେବା ଠପ୍ ହୋଇପଡିଥିବା ଜଣାପଡିଛି। ସଂପ୍ରତି ଡାକ ବିଭାଗର କାମ ଅନଲାଇନ୍ ମାଧ୍ୟମରେ ହେଉଥିବାରୁ ଇଣ୍ଟରନେଟ୍ ସେବା ଗତ ପ୍ରାୟ ୭ଦିନ ହେଲା ବ୍ୟାଘାତ ହୋଇଥିବାରୁ ଅଚଳାବସ୍ଥା ଦେଖାଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories