www.samajalive.in
Monday, December 15, 2025
16.1 C
Bhubaneswar

ଭୀମକୁଣ୍ଡ ବୈତରଣୀ ସେତୁ ସଂଯୋଗୀକରଣ ରାସ୍ତା ଧୋଇଗଲା

ପାଟଣା: ପାଟଣା ବ୍ଲକ ଘାଟବାଲିଯୋଡି ଠାରେ ବୈତରଣୀରେ ଭୀମକୁଣ୍ଡ ସେତୁର ସଂଯୋଗୀକରଣ ରାସ୍ତାକୁ ନେଇ ଯାହା ଆଶଙ୍କା କରାଯାଉଥିଲା ତାହାହିଁ ହେବାରେ ଲାଗିଛି। ଗତ ଲଗାଣ ବର୍ଷାରେ ସଂଯୋଗୀକରଣ ରାସ୍ତା ଧସି ଯାଇଥିବା ବେଳେ ଗତକାଲି ରାତିରୁ ଅବିଶ୍ରାନ୍ତ ବର୍ଷା ଫଳରେ ସେତୁ ମୁଣ୍ଡ ସଂଯୋଗୀକରଣ ରାସ୍ତାର ବହୁ ମାତ୍ରାରେ ମାଟି ନଦୀ ଗର୍ଭକୁ ଖସି ଏହା ବିପଦ ସଙ୍କୁଳ ହୋଇ ପଡ଼ିଛି। ଏଠାରେ ସେତୁ ସଂଯୋଗୀ କରଣ ରାସ୍ତାର ଉଭୟ ପାର୍ଶ୍ଵରେ ସୁଉଚ୍ଚ କଂକ୍ରିଟ ପାଚେରୀ ନିର୍ମାଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories