ଗଞ୍ଜାମ: ଗଞ୍ଜାମ ବ୍ଲକ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସେଥିମଧ୍ୟରେ ରମ୍ଭା ଏମ ଏସ ଭି ପବ୍ଲିକ ସ୍କୁଲ, ସରସ୍ବତୀ ବିଦ୍ୟା ମନ୍ଦିର, ପାଲୁରୁ ଛକ ସ୍ୱମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ଠାରେ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବାନାଞ୍ଚଳ ଅଧିକାରୀ ତଥା ବିଶିଷ୍ଠ ପରିବେଶବିତ ଦିଲିପ କୁମାର ମାର୍ଥା, ମୁଖ୍ୟ ବକ୍ତା ଭାବେ ଖଲ୍ଲିକୋଟ ବାନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ସମ୍ମାନିତ ଅତିଥି ଭାବେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ନାରାସିଂହ ବେହେରା ପ୍ରମୁଖ ଯୋଗ ଦେଇଥିଲେ।
Popular Categories



