www.samajalive.in
Monday, December 15, 2025
17.1 C
Bhubaneswar

ଜାତୀୟ କୋଇଲା ସୂଚକାଙ୍କ ୩୩.୮% ହ୍ରାସ

ଡେସ୍କ: ଜାତୀୟ କୋଇଲା ସୂଚକାଙ୍କ (ଏନ୍‌ସିଆଇ) ମେ’ ୨୦୨୩ରେ ୧୫୭.୭ ପଏଣ୍ଟରେ ପହଂଚିଛି, ଯାହା ମେ’ ୨୦୨୨ରେ, ୨୩୮.୩ ପଏଣ୍ଟରେ ଥିବା ବେଳେ ଏଥିରେ ୩୩.୮% ହ୍ରାସ ଘଟିଛି। ଏହା ବୃଦ୍ଧି ପାଉଥିବା ଚାହିଦାକୁ ପୂରଣ କରିବା ପାଇଁ ପ୍ରଚୁର ଉପଲବ୍ଧତା ସହିତ ବଜାରରେ ମଜଭୁତ କୋଇଲା ଯୋଗାଣକୁ ସୂଚାଇଥାଏ।

ସେହିଭଳି, ଅଣ – କୋକିଂ କୋଇଲା ପାଇଁ ଏନ୍‌ସିଆଇ ମେ ୨୦୨୩ରେ ୧୪୭.୫ ପଏଣ୍ଟରେ ପହଞ୍ଚିଛି, ଯାହା ମେ’ ୨୦୨୨ ତୁଳନାରେ ୩୪.୩% ହ୍ରାସକୁ ପ୍ରତିଫଳିତ କରିଥିବା ବେଳେ କୋକିଂ କୋଇଲା ସୂଚକାଙ୍କ ମେ ୨୦୨୩ରେ ୧୮୭.୧ ପଏଣ୍ଟରେ ପହଞ୍ଚିଛି, ଯେଉଁଥିରେ ୩୨.୬% ହ୍ରାସ ଦେଖା ଦେଇଛି। ଜୁନ୍ ୨୦୨୨ରେ ଏନ୍‌ସିଆଇର ଶିଖର ଛୁଇଁବା ଦେଖିବାକୁ ମିଳିଥିଲା, ଯେତେବେଳେ ସୂଚକାଙ୍କ ୨୩୮.୮ ପଏଣ୍ଟରେ ପହଞ୍ଚିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories