ମେଡିକାଲ ବାରଣ୍ଡାରେ ପ୍ରସବ

0

କେନ୍ଦୁଝର: କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ପ୍ରସବ କରିଛନ୍ତି ଜଣେ ପ୍ରସୂତି। ମେଡିକାଲରେ ବେଡ୍‍ ନ ମିଳିବାରୁ ସେ ବାରଣ୍ଡାରେ ରହିଥିଲେ। ବାରଣ୍ଡାରେ ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସବ ପରେ ମା’ ଓ ଶିଶୁ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି। ବାରଣ୍ଡାରେ ପ୍ରସବକୁ ନେଇ ଜନଅସନ୍ତୋଷ ଦେଖା ଦେଇଛି।

Leave A Reply