BJD Bijuli 480×75 Mob

ନୌସେନା ଡ୍ରୋନ ବିମାନ ଦୁର୍ଘଟଣାଗ୍ରସ୍ତ

BJD Bijuli 480×75 Mob
0

ମୁମ୍ବଇ : ଭାରତୀୟ ନୌବାହିନୀର ଏକ ଚାଳକବିହୀନ ଡ୍ରୋନ ବିମାନ ଗୁରୁବାର ଗୁଜରାଟର ପୋରବନ୍ଦର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋରବନ୍ଦରରୁ ଉଡାଣ ଆରମ୍ଭ କରିବାର କିଛି ସମୟ ମଧ୍ୟରେ ଇଂଜିନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାଫଳରେ ଏହା ଖସିପଡିଥିଲା। ତେବେ ଏଥିଯୋଗୁଁ କେହି ମୃତାହତ ହୋଇନଥିବା ଜଣାପଡିଛି।

Leave A Reply