www.samajalive.in
Saturday, December 13, 2025
27.1 C
Bhubaneswar

ମଙ୍ଗଳବାର କରନ୍ତୁ ନାହିଁ ଏହି ୫ଟି କାମ, ଶାସ୍ତ୍ର କହିଛି ଏହା ଅଶୁଭ

ଧର୍ମଶାସ୍ତ୍ର ଅନୁଯାୟୀ ସପ୍ତାହର ପ୍ରତିଟି ଦିନର ଅଲଗା ଅଲଗା ବିଶେଷ ମହତ୍ତ୍ବ ରହିଛି । ଦିନଟିକୁ ସୁଖମୟ ଏବଂ ସକାରାତ୍ମକ କରିବା ପାଇଁ ଶାସ୍ତ୍ରରେ ବିଭିନ୍ନ ଉପାୟ ମଧ୍ୟ ରହିଛି । ସପ୍ତାହର କିଛି ଦିନ ଏପରି ରହିଥାଏ ଯେଉଁ ଦିନ କିଛି କାମ କରିବାକୁ ବାରଣ କରାଯାଏ । ସେହିପରି ଜୀବନରେ ସୁଖ-ସମୃଦ୍ଧି ପାଇଁ ମଙ୍ଗଳବାର ଦିନ କିଛି ବିଶେଷ ସାବଧାନ ଅବଲମ୍ବନ କରିବାକୁ ଶାସ୍ତ୍ରରେ କୁହାଯାଇଛି । ତେବେ ଆସନ୍ତୁ ଜାଣିବା ମଙ୍ଗଳବାର କିପରି ରହିବେ ସାବଧାନ ………….

୧. ମଙ୍ଗଳବାର ଦିନ ବିରି ଡାଲି ଖାଇବା ଅନୁଚିତ୍ । ବିରି ଡାଲିର ଚୋପା କଳା ହୋଇଥିବାରୁ ଏହା ଶନିଗ୍ରହ ସହ ଜଡିତ । ଶନି ଓ ମଙ୍ଗଳ ଗ୍ରହ ପରସ୍ପର ବିପରୀତ ଗ୍ରହ । ତେଣୁ ମଙ୍ଗଳବାର କଳା ଡାଲି ଖାଇବା ଅନୁଚିତ୍ ।

- Advertisement -

୨.ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କଦାପି ଜମି ଖୋଳିବା ଉଚିତ୍ ନୁହେଁ । ଏପରି କରିବା ଦ୍ବାରା ଅଶୁଭ ଫଳ ଲାଭ ହୋଇଥିାଏ ।

୩. ମଙ୍ଗଳବାର ଦିନ ଧାରୁଆ ବା ମୁନିଆ ଜିନିଷ କିଣି ଘରକୁ ଆଣନ୍ତୁ ନାହିଁ । ଏହା ଦ୍ବାରା ଘରେ ନକାରାତ୍ମକତା ବଢିଥାଏ ।

୪. ଏହି ଦିନ କେଶ ଏବଂ ଦାଢି ମଧ୍ୟ କାଟନ୍ତୁ ନାହିଁ ।

୫. ମଙ୍ଗଳବାର ଦିନ ଭୁଲରେ ମଧ୍ୟ କାହା ସହ ଯୁକ୍ତିତର୍କ ବା ଝଗଡା କରନ୍ତୁ ନାହିଁ ।

 

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories