www.samajalive.in
Saturday, December 13, 2025
27.1 C
Bhubaneswar

ନାସାର ଚନ୍ଦ୍ରକୁ ମନୁଷ୍ୟ ପଠାଇବା ଅଭିଯାନ ସ୍ଥଗିତ

ଡେସ୍କ: ଆମେରିକାର ମହାକାଶ ସଂସ୍ଥା ନାସା ମନୁଷ୍ୟକୁ ଚନ୍ଦ୍ରକୁ ପଠାଇବା ପାଇଁ ଯୋଜନାକୁ ସ୍ଥଗିତ ରଖିଛି। ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ଚାରି ଜଣ ମହାକାଶଚାରୀଙ୍କୁ ଅବତରଣ କରିବା ପାଇଁ ନାସା ଆର୍ଟେମିସ୍ ତୃତୀୟ ମିଶନକୁ ପ୍ରାୟ ୧ ବର୍ଷ ଅର୍ଥାତ ୨୦୨୬ ମସିହା ସେପ୍ଟେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି। ସେପ୍ଟେମ୍ବର ୨୦୨୫ରେ ଆର୍ଟେମିସ୍ ଦ୍ଵିତୀୟ ମିଶନ ପାଇଁ ସମୟ ସ୍ଥିର କରାଯାଇଛି।

ଜେଲ ଗଲା ଅଭିଯୁକ୍ତ, କାଟିଥିଲା ପ୍ରଫେସରଙ୍କ ପାପୁଲି

- Advertisement -

ନାସା କହିଛି, ଏହି ବିଳମ୍ବ ଫଳରେ ଅଭିଯାନ ସହିତ ଜଡିତ ଆହ୍ୱାନ ଗୁଡିକ ଉପରେ ଅଧିକ ବିଶ୍ଳେଷଣ କରାଯାଇ ପାରିବ।

ଜୀବନ୍ୟାସ ପାଇବ କି ଶ୍ରୀଲଙ୍କା କ୍ରିକେଟ?

ସୂଚନା ଅନୁଯାୟୀ, ଇନ୍ଧନ ଲିକ୍ ହେତୁ ପିଟ୍ସବର୍ଗର କମ୍ପାନୀ ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିବାର ପ୍ରୟାସରୁ ଓହରି ଯିବାର ଏକ ଘଣ୍ଟା ପରେ ନାସା ଏହି ଘୋଷଣା କରିଛି।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories