ଭୁବନେଶ୍ୱର : ବାରଙ୍ଗସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଦୁଇ ଜଣ ନୂଆ ଅତିଥି ଆସିଛନ୍ତି। ଗୁରୁବାର ଭୋର ସମୟରେ ଧଳା ବାଘୁଣୀ ସ୍ନେହା ଠାରୁ ୨ଟି ବାଘଛୁଆଙ୍କ ଜନ୍ମ ହୋଇଛି। ୨ଟି ବାଘ ଛୁଆଙ୍କ ଜନ୍ମପରେ ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୭ ରେ ପହଞ୍ଚିଛି। ଧଳା ବାଘ ସଂଖ୍ୟା ୮ ଓ ସାଧାରଣ ରଙ୍ଗର ବାଘ ସଂଖ୍ୟା ୧୩, କଳା ବାଘ ସଂଖ୍ୟା ୪ ଥିବା ନେଇ ସୂଚନା ମିଳିଛି।
Popular Categories



