www.samajalive.in
Saturday, December 13, 2025
14.1 C
Bhubaneswar

ସୟଦ୍‍ କାଜମ୍‍ ମଦାନୀ ହେଲେ ଉମରକୋଟ ବିଧାୟକ ପ୍ରତିନିଧି

ନବରଙ୍ଗପୁର: ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ବ୍ଲକର ବିଧାୟକ ପ୍ରତିନିଧି ଭାବେ ବରିଷ୍ଠ ବିଜେପି ନେତା ସୟଦ୍‍ କାଜମ୍‍ ମଦାନୀଙ୍କୁ ମନୋନୀତ କରିଛନ୍ତି। ଏ ସଂପର୍କରେ ବିଧାୟକ ଶ୍ରୀଗଣ୍ଡ ଉମରକୋଟ ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଛନ୍ତି। ଏହି ବ୍ଲକର ବିକାଶ ତଥା ସରକାରୀ କାର୍ଯ୍ୟ ନିମନ୍ତେ ପ୍ରତିନିଧିଙ୍କର ଆବଶ୍ୟକତା ରହିଥିବା ବେଳେ ବିଧାୟକଙ୍କର ଅନୁପସ୍ଥିତିରେ ସୟଦ୍‍ କାଜମ୍‍ ମଦାନୀ ସମସ୍ତ କାର୍ଯ୍ୟ କରିବେ। ଏ ସସଂପର୍କରେ ବ୍ଲକର ବିଭିନ୍ନ ବିଭାଗକୁ ଜଣାଇବାକୁ ସେ ଉଲ୍ଲେଖ କରିଛନ୍ତି।

Hot this week

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

ଜାନୁଆରୀ ୩୦ରୁ ଅନଶନରେ ବସିବେ ଆନ୍ନା

ମୁମ୍ବଇ: ବିଶିଷ୍ଟ ଗାନ୍ଧୀବାଦୀ ନେତା ତଥା ସମାଜସେବୀ ଆନ୍ନା ହଜାରେ ଜାନୁଆରୀ...

“ବଳଦଙ୍କୁ ଖାଇଗଲା ବୋଲି, ବାଘକୁ ବିଷ ଦେଇ ମାରିଦେଲି”

ବଣାଇ : ତିନି ବଳଦ ଜଙ୍ଗଲକୁ ଚରିବାକୁ ଯାଇ ଆଉ ଫେରି...

Related Articles

Popular Categories