www.samajalive.in
Sunday, December 7, 2025
26.1 C
Bhubaneswar

ରିଲାଏନ୍ସ ଜିଓର ନିର୍ଦେଶକ ପଦରୁ ଇସ୍ତଫାଦେଲେ ମୁକେଶ ଅମ୍ବାନୀ- ପୁଅ ଆକାଶଙ୍କୁ ମିଳିଲା ଦାୟିତ୍ୱ

ମୁମ୍ବଇ – ରିଲାଏନ୍ସ ଜିଓ ଇଲଫୋକମ୍‌ର ଲିମିଟେଡ୍‌ର ନିର୍ଦେଶକ ପଦରୁ ମୁକେଶ ଅମ୍ବାନୀ ଇସ୍ତଫା ଦେଇଛନ୍ତି । ପୁଅ ଆାକଶ ଅମ୍ବାନୀଙ୍କୁ ଏହାର ଚେୟାରମ୍ୟାନ ଭାବେ ନିଯୁକ୍ତି ଦିଆଯାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୬୫ ବର୍ଷିୟ ମୁକେଶଙ୍କ ଏହି ପଦକ୍ଷେପକୁ ଏବେ ତାଙ୍କର ଉତ୍ତରାଧିକାରୀଙ୍କୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ବୋଲି ଅର୍ଥନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଷ୍ଟକ୍‌ ଏକ୍ସଚେଞ୍ଜ୍‌କୁ ଦିଆଯାଇଥିବା ସୂଚନା ଅନୁସାରେ ରିଲାଏନ୍ସ ଜିଓ ଇଲଫୋକମ୍‌ କମ୍ପାନୀର ବୋର୍ଡ ଜୁନ୍‌ ୨୭ ତାରିଖରେ ଆକାଶ ଅମ୍ବାନୀଙ୍କ ନିଯୁକ୍ତିକୁ ସମ୍ମତି ପ୍ରଦାନ କରିଛନ୍ତି । ମୁକେଶ ଅମ୍ବାନୀ ଇସ୍ତଫା ଦେବା ପରେ ଏହା କାର୍ଯ୍ୟକାରୀ ହୋଇଥିବା କଥା ଜଣାପଡିଛି । ରମିନ୍ଦର ସିଂ ଗୁଜୁରାଲ୍‌ ଏବଂ କେଭି ଚୌଧୁରୀଙ୍କୁ ଇଣ୍ଡିପେଣ୍ଡେଟ୍‌ ଡାଇରୋକ୍ଟର ଭାବେ ନିଯୁକ୍ତି ଦିଆଯାଇଛି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories