www.samajalive.in
Monday, December 15, 2025
17.1 C
Bhubaneswar

ୟୁରୋପରେ କରୋନାର ନୂଆ ରୂପ : ସ୍ପେନ୍‍ ଓ ଜାପାନରେ ୮ ଆକ୍ରାନ୍ତ ଚିହ୍ନଟ

ମାଦ୍ରିଦ୍‍ : ୟୁରୋପର କେତେକ ଦେଶରେ କରୋନାର ନୂଆ ରୂପ ଦେଖିବାକୁ ଦେଖିବାକୁ ମିଳିଛି। ସ୍ପେନ, ଜାପାନ, ଡେନ୍‍ମାର୍କ,
ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ଏହି ନୂତନ ପ୍ରକାର କୋଭିଡ ସଂକ୍ରମଣ ଦେଖିବାକୁ ମିଳିଛି। ବ୍ରିଟେନରେ ଦେଖାଦେଇଥିବା କୋଭିଡର ନୂତନ ଜୀବାଣୁ ଦ୍ୱାରା ସ୍ପେନ୍‍ର ୪ଜଣ ନାଗରିକ ସଂକ୍ରମିତ ହୋଇଛନ୍ତି ବୋଲି
ସେଠାକାର ସରକାର ସ୍ପଷ୍ଟ କରିଛନ୍ତି। ମାଦ୍ରିଦ୍‍ର ଉପସ୍ୱାସ୍ଥ୍ୟ ମୁଖ୍ୟ ଆଣ୍ଟୋନିଓ ଜାପାଟେରୋ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଚିହ୍ନଟ ହୋଇଥିବା ୪ଜଣଯାକ ବ୍ୟକ୍ତି ମାଦ୍ରିଦ୍‍ର ବାସିନ୍ଦା ଏବଂ ସେମାନେ ସମସ୍ତେ ନିକଟରେ ବ୍ରିଟେନ୍‍ ଗସ୍ତରେ ଯାଇଥିଲେ।

ସେହିଭଳି ଜାପାନରେ ମଧ୍ୟ ବ୍ରିଟେନ୍‍ ଗସ୍ତରୁ ଫେରିଥିବା ୫ଜଣ ଜାପାନୀ ନାଗରିକ ସଂକ୍ରମିତ ହୋଇଥିବାର ସୂଚନା ଦେଇଛି। ଅନ୍ୟ ଦେଶଗୁଡିକ ମଧ୍ୟରେ ଡେନ୍‍ମାର୍କ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ଏହିଭଳି ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories