www.samajalive.in
Saturday, December 6, 2025
14.1 C
Bhubaneswar

ଧନ ବୃଦ୍ଧି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ

ପରିଶ୍ରମ ପରେ ମଧ୍ୟ ବହୁ ସମୟରେ  ଟଙ୍କା ପଇସାର ଅଭାବ ଦେଖାଯାଏ। ଆଶାନୁରୂପକ ଟଙ୍କା ପ୍ରାପ୍ତି ହୋଇନଥାଏ। ଯାହା ଫଳରେ ଘରେ ଅଶାନ୍ତିର ବାତାବରଣ ମଧ୍ୟ ସୃଷ୍ଟି ହୋଇଥାଏ। ଆମେ କେତେକ ସାଧାରଣ କଥା ଉପରେ ଧ୍ୟାନ ଦେଲେ ଏହି ସମସ୍ୟା ଠାରୁ ମୁକ୍ତି ପାଇ ପାରିବା। ଜାଣନ୍ତୁ ସେହି ଉପାୟ କ’ଣ……

ସଭିଁଙ୍କ ଘରେ ପିତ୍ତଳର ନୋଟା ନିଶ୍ଚୟ ଥିବ। ସେହି ନୋଟାରେ ନିୟମିତ ରେଜା ପଇସା ରଖି ନୋଟାଟିକୁ ସଂପୂର୍ଣ୍ଣ  ଭର୍ତ୍ତି କରି ଦିଅନ୍ତୁ। ଏହା ପରେ ଏହାକୁ ନେଇ ଗୃହର ପଶ୍ଚିମ ଦିଗରେ ରଖନ୍ତୁ। ନିୟମିତ ପୂଜା କରିବା ପରେ ଏହାକୁ ପ୍ରଣାମ କରନ୍ତୁ। ଗୃହରେ ଆଉ ଧନର ଅଭାବ ରହିବ ନାହିଁ। ଧନର ବୃଦ୍ଧି ମଧ୍ୟ ହେବ।

- Advertisement -

ଏକ ଅଶ୍ୱତ୍ଥ ପତ୍ର ଆଣି ଏହାକୁ ଗଙ୍ଗା ଜଳରେ ଧୁଅନ୍ତୁ। ଏହା ପରେ କେଶରରେ ‘ଶ୍ରୀ’ ଲେଖି ଏହାକୁ ଶୁଖାଇ ପର୍ସରେ ରଖନ୍ତୁ। ଧନର ଅଭାବ ରହିବ ନାହିଁ। ମନରେ ଶାନ୍ତି ଓ ଆଶାନୁରୂପକ ଧନ ପ୍ରାପ୍ତି ହେବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories