www.samajalive.in
Monday, December 15, 2025
17.1 C
Bhubaneswar

ଟି-୨୦ରୁ ଷ୍ଟାର୍କଙ୍କ ଅବସର

ସମାଜ ଡିଜିଟାଲ ଡେସ୍କ: ଟି-୨୦ କ୍ରିକେଟରୁ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଅବସର ଘୋଷଣା କରିଛନ୍ତି। ଆଗକୁ ସେ ଦିନିକିଆ ଏବଂ ଟେଷ୍ଟ କ୍ରିକେଟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ଲାଗି ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି। ଏହି ବାମହାତୀ ବୋଲର ୬୫ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବାବେଳେ ୭୯ ଉଇକେଟ ହାସଲ କରିଛନ୍ତି। ଅଷ୍ଟ୍ରେଲୀୟ ସ୍ପିନର ଆଦାମ ଜାମ୍ପାଙ୍କ ପରେ ଷ୍ଟାର୍କ ଟି-୨୦ରେ ଅଷ୍ଟ୍ରେଲିଆର ୨ୟ ସର୍ବାଧିକ ଉଇକେଟ ହାସଲକାରୀ।

ଷ୍ଟାର୍କ କହିଛନ୍ତି ଯେ, ଟେଷ୍ଟ କ୍ରିକେଟକୁ ସେ ସବୁଠୁ ଅଧିକ ଗୁରୁତ୍ଵ ଦେଉଛନ୍ତି। ତେଣୁ ସେ ଦିଗରେ ସେ ଅଧିକ ଧ୍ୟାନ ଦେବେ। ତାଙ୍କର ଏହି ନିଷ୍ପତ୍ତି ଫଳରେ ଆଗାମୀ ଟି-୨୦ ବିଶ୍ଵକପ ପାଇଁ ଦଳକୁ ନୂଆ ବୋଲର ଚୟନ କରିବାକୁ ଯଥେଷ୍ଟ ସମୟ ମିଳିବ ବୋଲି ମଧ୍ୟ ସେ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories