ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ଜିତିଲେ ମୀରାବାଇ ଛାନୁ
ଗୋଲ୍ଡକୋଷ୍ଟ: ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତର ପାଇଁ ମୀରାବାଇ ଛାନୁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ଭାର ଉତ୍ତୋଳନରେ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୮୬ କିଲୋଗ୍ରାମ ମହିଳା ବର୍ଗରେ ସେ ସ୍ନାଚରେ ୮୬ କିଲୋଗ୍ରାମ ଭାର ଉତ୍ତୋଳନ କରି ରାଜ୍ୟ ଗୋଷ୍ଠୀ କ୍ରୀଡର ସର୍ବକାଳୀନ ରେକର୍ଡ କରିଛନ୍ତି ।
Six lifts, six records: How Mirabai Chanu smashed #CWG weightlifting landmarks
??https://t.co/b5Auuo7Uno pic.twitter.com/U47rvJw2rw
— TOI Sports (@toisports) April 5, 2018