www.samajalive.in
Monday, December 15, 2025
26.1 C
Bhubaneswar

୧୨ ବର୍ଷ ପରେ ବୁଧ-ବୃହସ୍ପତିଙ୍କ ଦୁର୍ଲ୍ଲଭ ସଂଯୋଗ : ଏହି ରାଶି ହଠାତ୍‌ ହେବେ ଧନୀ, ମିଳିବ ଚାକିରି, କିଣିବେ ଘର,ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ତେବେ ଜୁନ୍‌ ମାସରେ ବୁଧ ଓ ଗୁରୁ ଗ୍ରହ ଏକାଠି ହେବାକୁ ଯାଉଛନ୍ତି । ଏହି ଦୁର୍ଲ୍ଲଭ ଯୋଗ ପ୍ରାୟ ୧୨ ବର୍ଷ ପରେ ହେବାକୁ ଯାଉଛି । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ.. ଜାଣନ୍ତୁ..

ସିଂହ- ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଉଭୟ ଗ୍ରହ ଆୟ ଓ ଲାଭ ସ୍ଥାନରେ ପ୍ରଭାବ ପକାଇବେ । ଆୟରେ ଜବରଦସ୍ତ ଲାଭ ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ବ୍ୟବସାୟୀଙ୍କୁ ବଡ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଟଙ୍କା ନିବେଶ କରିବେ । ଅନେକ ଦିନର ଇଚ୍ଛା ପୂରଣ ହେବ ।

- Advertisement -

କନ୍ୟା- ଏହି ରାଶିଙ୍କୁ ଶୁଭଫଳ ମିଳିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବ । ଯେଉଁମାନେ ଚାକିରି ପାଇଁ ଇଚ୍ଛା କରୁଥିଲେ ସେମାନଙ୍କର ଚାକିରି ହେବ । ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ । ମାନ-ସମ୍ମାନ ବୃଦ୍ଧି ହେବ । ଧନ ଲାଭର ଯୋଗ ରହିଛି । ପରିବାର ସହ ସୁଖମୟ ସମୟ ଅତିବାହିତ ହେବ ।

ମୀନ- ଭୂମି ଓ ଯାନ କିଣିବାର ଯୋଗ ରହିଛି । ସୁଖସମୃଦ୍ଧି ବୃଦ୍ଧି ହେବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିବାର ସଦସ୍ୟଙ୍କ ସହ ସୁଖମୟ ସମୟ ଅତିବାହିତ କରିବେ । ଅଟକି ଥିବା ଧନ ମିଳିବ । କୋର୍ଟ-କଚେରୀ ମାମଲାରେ ସଫଳତା ମିଳିବ ।

ଆଖୁରସ ପିଇବା ପସନ୍ଦ କି? ଥରେ ନଜର ପକାନ୍ତୁ ଏହି ଭିଡିଓରେ..

 

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories