ଆଖୁରସ ପିଇବା ପସନ୍ଦ କି? ଥରେ ନଜର ପକାନ୍ତୁ ଏହି ଭିଡିଓରେ..

ନୂଆଦିଲ୍ଲୀ : ଖରାଦିନରେ ଅଧିକାଂଶ ଲୋକେ ଥଣ୍ଡା ପାନୀୟ ସହ ଆଖୁରସ ପିଇବାକୁ ବେଶ୍‌ ପସନ୍ଦ କରି ଥାନ୍ତି । ମାତ୍ର ନିକଟରେ ଆଖୁରସ ସହ ଜଡିତ ଏପରି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟଚକିତ ହୋଇଯିବେ। ଏହାସହ ଆଖୁରସ ପିଇବା ପୂର୍ବରୁ ବାରମ୍ବାର ମନରେ ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଆସିବ । ଭାଇରାଲ୍‌ ଭିଡିଓରେ ଦେଖିପାରିବେ ଜଣେ ଦୋକାନୀ, ରାସ୍ତା କଡରେ ଆଖୁକୁ ସଫା ପାଣି ବଦଳରେ ଖୋଲା ନଳାର ଅପରିଷ୍କାର … Continue reading ଆଖୁରସ ପିଇବା ପସନ୍ଦ କି? ଥରେ ନଜର ପକାନ୍ତୁ ଏହି ଭିଡିଓରେ..