www.samajalive.in
Monday, December 8, 2025
14.1 C
Bhubaneswar

ଜାଣନ୍ତୁ ବାସ୍ତୁ ଅନୁଯାୟୀ ଔଷଧ ରଖିବା ସ୍ଥାନ

ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି କୁହାଯାଏ। ସେହିଭଳି ରୋଗ ଦୂର ପାଇଁ ଔଷଧ ସେବନ କରାଯାଇଥାଏ। ବାସ୍ତୁ ଶାସ୍ତ୍ରରେ ବସ୍ତୁର ସମ୍ବନ୍ଧ ଦିଗ ଓ ଶକ୍ତି ସହ ଜଡିତ। ପ୍ରତ୍ୟେକ ଘରେ ଔଷଧ ବ୍ୟବହାର ଏକ ସାଧାରଣ କଥା। ମାତ୍ର ଏହି ଔଷଧକୁ ସଠିକ ସ୍ଥାନରେ ରଖାଯିବା ଉଚିତ। ଜାଣନ୍ତୁ ବାସ୍ତୁ ଅନୁଯାୟୀ, ଔଷଧକୁ କେଉଁ ସ୍ଥାନରେ ରଖାଯିବା ଉଚିତ।
ଘରର ଉତ୍ତରପୂର୍ବ କୋଣ ସ୍ୱାସ୍ଥ୍ୟ ପାଇଁ ଉପକାରୀ। ତେଣୁ ଔଷଧ ଓ ପ୍ରାଥମିକ ଉପଚାର ବାକ୍ସ ଏହି ଦିଗରେ ରଖିପାରିବେ।
ଉତ୍ତର ଐଶାନ୍ୟ କୋଣରେ ଔଷଧ ରଖିବା ଦ୍ୱାରା ଏହାର ସକରାତ୍ମକ ପ୍ରଭାବ ପଡିଥାଏ। ରୋଗରୁ ଖୁବ ଶୀଘ୍ର ମୁକ୍ତି ମିଳିଥାଏ।
ଔଷଧକୁ ଉତ୍ତର ଓ ପଶ୍ଚିମ କୋଣ ଦିଗରେ ଔଷଧ ରଖିବା ଦ୍ୱାରା ଏହାର ପ୍ରଭାବ ବିଳମ୍ବରେ ହୋଇଥାଏ। ରୋଗ ଠିକ ହେବାକୁ ଅଧିକ ସମୟ ଲାଗିଥାଏ ବୋଲି କୁହାଯାଏ।
ଦକ୍ଷିଣ ପୂର୍ବ କିମ୍ବା ଦକ୍ଷିଣ ଦିଗରେ ଔଷଧ ରଖନ୍ତୁ ନାହିଁ।
ରୋଷେଇ ଘରେ ମଧ୍ୟ ଔଷଧ ରଖନ୍ତୁ ନାହିଁ। ସ୍ୱାସ୍ଥ୍ୟ ଉପରେ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।
ଔଷଧକୁ ଟେବୁଲ ଉପରେ ମଧ୍ୟ ରଖନ୍ତୁ ନାହିଁ।
ଦିଗ ଅନୁଯାୟୀ ଥାକରେ ବାକ୍ସ ମଧ୍ୟରେ ଔଷଧ ରଖନ୍ତୁ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories