www.samajalive.in
Sunday, December 14, 2025
17.1 C
Bhubaneswar

୧୫ ତାରିଖରେ ସବୁ ବ୍ଲକରେ ମଶାଲ ପ୍ରଦର୍ଶନ କରିବ କଂଗ୍ରେସ

ଭୁବନେଶ୍ବର : ୧୫ ତାରିଖରେ ସବୁ ବ୍ଲକରେ ମଶାଲ ପ୍ରଦର୍ଶନ କରିବ କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ଜିଲ୍ଲା ଗସ୍ତ କରିବା ସହ ପର୍ଯ୍ୟବେକ୍ଷକ ମାନେ ୫ ଦିନ ଜିଲ୍ଲାରେ ରହିବେ । ୨୧  ତାରିଖ ଦିନ ସମସ୍ତ ଜିଲ୍ଲାରେ କଂଗ୍ରେସ ବିଶାଳ ଶୋଭାଯାତ୍ରା କରିବ । ମହିଳାଙ୍କୁ ରାଜ୍ୟ ସରକାର ସୁରକ୍ଷା ଦେଉନାହାନ୍ତି ବୋଲି କହିଛି କଂଗ୍ରେସ । ସବୁ ରାଜନୈତିକ ଦଳ କେବଳ ଭୋଟ୍ ସମୟରେ ମହିଳାଙ୍କ କଥା କହୁଛନ୍ତି । କିନ୍ତୁ ରାଜ୍ୟରେ ଏକ ଛୋଟ ଝିଅକୁ ମଧ୍ୟ ସୁରକ୍ଷା ଦେଇ ହେଉନାହିଁ ବୋଲି କହିଛି କଂଗ୍ରେସ । ନାରୀଙ୍କୁ ନ୍ୟାୟ ଦେବା ତ ଦୂରର କଥା, ଏକ ହାଉସ କମିଟି ଗଠନ ମଧ୍ୟ ହେଲାନି ବୋଲି ଦଳି କହିଛି । ଏସବୁ ବିରୋଧରେ ପ୍ରତିବାଦ କରି ୧୫ ତାରିଖରେ ସବୁ ବ୍ଲକରେ ମଶାଲ ପ୍ରଦର୍ଶନ କରିବ ବୋଲି କଂଗ୍ରେସ କହିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories