www.samajalive.in
Tuesday, December 9, 2025
16.1 C
Bhubaneswar

ଭୋଟ୍‌ ଗ୍ରହଣର ଦିନକ ପୂର୍ବରୁ ଲାଗିଲା ମାଓ ପୋଷ୍ଟର

ମ.ରାମପୁର: ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ। ତେବେ ମତଦାନର ଦିନକ ଆଗରୁ ଦେଖିବାକୁ ମିଳିଛି ମାଓ ପୋଷ୍ଟର। କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୯ର କେନ୍ଦୁ ଘାଟି ନିକଟ ରାସ୍ତା କଡ଼ରେ ରବିବାର ଏକାଧିକ ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ଏଥିରେ ବିଜେଡି ସରକାର ଓଡ଼ିଶା ଜନତାଙ୍କୁ କଣ ଦେଇଛି ? କୃଷକ ଚାଷୀ ଭାଇ ଭଉଣୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି କେକେବିଏନ୍ ଡିଭିଜନାଲ କମିଟି, ଭା.କ.ପା(ମାଓବାଦୀ) ତରଫରୁ ଏହି ପୋଷ୍ଟର ଲାଗିଛି। ତେବେ ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବାବେଳେ ଆସନ୍ତାକାଲିର ସାଧାରଣ ନିର୍ବାଚନରେ ମାଓ ପ୍ରଭାବ କଣ ରହିବ ବୋଲି ଆଲୋଚନା ହେଉଛି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories