www.samajalive.in
Monday, December 15, 2025
27.1 C
Bhubaneswar

ଭାଷା ବିବିଧତା ଆମକୁ ଏକତ୍ର କରିଛି – ମୋଦୀ

ଡେସ୍କ: ଆଜି ମାସିକ ରେଡ଼ିଓ କାର୍ଯ୍ୟକ୍ରମ ମନ୍‍ କି ବାତରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଦେଶର ବିବିଧତା ଆମ ସମସ୍ତଙ୍କୁ ଏକତ୍ର କରିବା ସହ ମଜଭୁତ କରିଛି। ସେ କର୍ଣ୍ଣାଟକରେ ପଢ଼଼ୁଥିବା ୧୦ମ ଶ୍ରେଣୀର ଛାତ୍ରୀ କଳ୍ପନା ବିଷୟରେ କହିବାକୁ ଯାଇ ତାଙ୍କ ଏକ ଭାରତ ଶ୍ରେଷ୍ଠ ଭାରତ ପ୍ରୟାସକୁ ପ୍ରଶଂସା କରିଛନ୍ତି। ମାତ୍ର ୩ ମାସ ସମୟରେ କଳ୍ପନା କନ୍ନଡ଼ ଭାଷା ଶିଖିବା ସହିତ ସେଥିରେ ୯୨ମାର୍କ ରଖିବାକୁ ସକ୍ଷମ ହୋଇଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଭାଷା ବିବିଧତାକୁ ସୁଦୃଢ଼ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ପୁରୁଲିଆର ଶ୍ରୀପତି ଟୁଡୁଙ୍କ ଉଦାହରଣ ଦେଇ କହିଛନ୍ତି ଶ୍ରୀପତି ବିର୍ସା ବିଶ୍ୱବିଦ୍ୟାଳୟର ଶାନ୍ତାଳି ଭାଷାର ପ୍ରଫେସର ଅଛନ୍ତି ଏବଂ ସେ ଶାନ୍ତାଳି ଭାଷାଭାସୀ ଲୋକଙ୍କ ପାଇଁ ଅଲିଚିକ୍‍ ଲିପିରେ ସମ୍ବିଧାନର ପ୍ରତିରୂପ ପ୍ରସ୍ତୁତ କରିଛନ୍ତି। ଏଥିଲାଗି ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

Related Articles

Popular Categories