www.samajalive.in
Saturday, December 6, 2025
23.1 C
Bhubaneswar

କେବଳ ପୂଜା ଭେଟି ନୁହେଁ , ଆତ୍ମବିଶ୍ଵାସର ଦିନ: ମନମୋହନ

ନୂଆଦିଲ୍ଲୀ : ଆଜିଠୁ ଦେଶରେ ନୂଆ ଜିଏସ୍‌ଟି ସଂସ୍କାର ଆରମ୍ଭ ହୋଇଛି। ନବରାତ୍ରିର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପୂଜା ଭେଟି ଦେଇଛନ୍ତି। ଏଣିକି କେବଳ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ଟିକସ ବ୍ୟବସ୍ଥା ରହିଛି। ୧୨ ପ୍ରତିଶତ ଓ ୨୮ ପ୍ରତିଶତ ଜିଏସ୍‌ଟି ସ୍ଲାବ୍ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଛି। ଏପରିକି ଅଧିକାଂଶ ସାମଗ୍ରୀ ଶସ୍ତା ହୋଇଥିବାବେଳେ ୩୩ ଜୀବନ ରକ୍ଷାକାରୀ ଔଷଧରେ କିଛି ଟିକସ ଦେବାକୁ ପଡିବନାହିଁ। ସେପଟେ ନୂଆ ଜିଏସ୍‌ଟିକୁ ନେଇ ରାଜ୍ୟ ବିଜେପି ସଭାପତି ଏକ ପ୍ରେସମିଟ୍ କରିଛନ୍ତି। ସେ କହିଛନ୍ତି ନୂଆ ଜିଏସ୍‌ଟି ଦ୍ଵାରା ସଞ୍ଚୟ ହାର ବଢିବ। ଏହା ଏକ ଐତିହାସିକ ପଦକ୍ଷେପ। ନୂଆ ଜିଏସ୍‌ଟି ଦ୍ଵାରା ଯୁବକ, ଗରିବ, ମହିଳା ଓ ଚାଷୀ ସମସ୍ତେ ଉପକୃତ ହେବେ। ଏହାଦ୍ଵାରା ଦେଶର ଉତ୍ପାଦନ ବଢିବା ସହ ଆମଦାନୀ କମିବ। ଓଡିଶାର ପ୍ରାୟ ୨୦ ଲକ୍ଷ କେନ୍ଦୁପତ୍ର ତୋଳିଳି ମଧ୍ୟ ଉପକୃତ ହେବେ। କୋଇଲାରେ ଆମ ରାଜ୍ୟର ଆୟ ବଢିବ। ଏହା ଏକ ବୈପ୍ଳବିକ ପଦକ୍ଷେପ। ଏହା କେବଳ ପୂଜା ଭେଟି ନୁହେଁ , ଆତ୍ମବିଶ୍ଵାସର ଦିନ ବୋଲି କହିଛନ୍ତି ମନମୋହନ ସାମଲ କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories