www.samajalive.in
Tuesday, December 9, 2025
16.1 C
Bhubaneswar

ଜଙ୍ଗଲରେ ଚାଲିଥିଲା ମାଓବାଦୀଙ୍କ ସ୍ୱାସ୍ଥ୍ୟ ଶିବିର

ମାଲକାନଗିରି : ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ସ୍ୱାସ୍ଥ୍ୟ ଶିବିର । ବୁଧବାର ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ମାଲକାନଗିରି ସୀମାନ୍ତ ଛତିଶଗଡର ଚିନ୍ତଲନାର ଜଙ୍ଗଲରେ ସିଆରପିଏଫ, କୋବ୍ରା ଯବାନଙ୍କ ତଲାସି ଅଭିଯାନ ସମୟରେ ମାଓବାଦୀଙ୍କ ଏହି ସ୍ୱାସ୍ଥ୍ୟ ଶିବିର ଠାବ କରିଥିଲେ । ଏଠାରୁ ବିପୁଳ ପରିମାଣରେ ମେଡିକାଲ୍‌ ସାମଗ୍ରୀ ଜବତ କରାଯାଇଛି । ଆଖି ପରୀକ୍ଷା ମେସିନ୍‌, ହଟ ୱାଟର ବ୍ୟାଗ୍‌ ସହ ବିପୁଳ ପରିମାଣରେ ମେଡିସିନ୍‌ ମଧ୍ୟ ଜବତ କରାଯାଇଛି ।

ମହାଶିବରାତ୍ରୀରେ ମହାଭାଗ୍ୟୋଦୟ: ସବୁ ଗ୍ରହ ହେବେ ନତମସ୍ତକ ,ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ଚିନ୍ତା, ମିଳିବ ସଫଳତା.. 

ଦେଖନ୍ତୁ ଭିଡିଓ; ଚର୍ଚ୍ଚାରେ ହାତୀର ହେୟାର ଷ୍ଟାଇଲ୍‌, ଯୁବତୀଙ୍କୁ ବି ପକାଇଲା ପଛରେ

- Advertisement -

ଦେଖନ୍ତୁ ଭିଡିଓ ; ମହାକୁମ୍ଭ ସ୍ନାନ, ମହିଳାଙ୍କ ଏମିତି କାମ ଦେଖି ଲୋକେ କାବା,କହିଲେ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories