www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରସୂତି ମହିଳାଙ୍କ ଜୀବନ ବଞ୍ଚାଇ ବଧାନ୍ୟତା ଦେଖାଇଲେ ବିଏସଏଫ

ଜୟ ଯବାନ, ଜୟ କିସାନ,.ଏହିଉକ୍ତିର ଯତାର୍ଥତା ଦେଖାଇଛନ୍ତି ବିଏସଏଫ ଯବାନ । କେବଳକୁମ୍ବିଂ ଅପରେସନ ଓ ମାଓ ଦମନ ନୁହେଁ ମାନବ ସେବା କରୁଛନ୍ତି । ପୁଣି ମାଲକାନଗିରି ଜିଲ୍ଲା ବିଚ୍ଚିନ୍ନାଂଚଳରେ ନିୟଜିତ ବିଏସଏଫ ଯବାନ ନିଜର  ବଧାନ୍ୟତା ଦେଖାଇଛନ୍ତି । କୁମ୍ବିଂ ଅପରେସନକୁ ଯାଇଥିବାବେଳେ ପଡପଡା ଗ୍ରାମ ପଂଚାୟତ ଯନ୍ତାପ୍ଧବ ଗାଁର ଡମ୍ବୁରୁ କଚେଇ ନାମକ ଜଣେ ଆଦିବାସୀ ମହିଳା ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ର ଯିବା ନିମନ୍ତେ କୈଣସି ସାଧନ ନଥିଲା । ଯବାନ ମାନେ ପ୍ରଥମେ ଯାନବାଇ ଚିକିତ୍ସାଳୟରେ ଆଣିଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଯବାନ ମାନେ ତାଙ୍କୁସେଠାରୁ ଯାନବାଇଘାଟ ପର୍ଯ୍ୟନ୍ତ ଆଣିଥିଲେ । ସେଠାରୁ ଡଙ୍ଗାରେ ପାର କରାଇ ବିଏସଏଫର ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ପହଞ୍ଚାଇ ଥିଲେ । ଚିତ୍ରକୋଣ୍ଡା ପହଞ୍ଚିବା ପରେତାଙ୍କୁ ଅସ୍ତ୍ର ପଚାର କରାଯାଇଥିଲା ଏବଂ ସେଠାରେ ସେ ଏକ ଶିଶୁ ପୁତ୍ରଜନ୍ମ ଦେଇଥିଲେ । ତେବେ ମାଁ ଶିଶୁ ସୁସ୍ଥ ଥିବା ଯଣାପଡିଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories