www.samajalive.in
Wednesday, December 10, 2025
16.1 C
Bhubaneswar

ମହାରାଷ୍ଟ୍ର-ଛତିଶଗଡ ବର୍ଡରରେ ଏନକାଉଣ୍ଟର, ୧୨ ମାଓବାଦୀ ନିହତ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଗଡଚିରୋଲି ଜିଲା ଛତିଶଗଡ ସୀମା ନିକଟରେ ପୁଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ୧୨ ମାଓବାଦୀ ନିହତ ହୋଇଥିବାବେଳେ ୨ ପୁଲିସକର୍ମୀ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନିବିସ୍ ସି୬୦ କମାଣ୍ଡୋ ଟିମ୍ ଏବଂ ଗଡଚିରୋଲି ପୁଲିସ ପାଇଁ ୫୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ।

ଦ୍ବିପ୍ରହର ୨ଟାରେ ଆରମ୍ଭ ହୋଇଥିବା ଏହି ଗୁଳିବିନିମୟ ପ୍ରାୟ ୬ ଘଣ୍ଟା ଧରି ଚାଲିଥିଲା । ଉଭୟ ପକ୍ଷରୁ ଲଗାତର ଗୁଳି ବର୍ଷା ହେଉଥିଲା । ଏଥିରେ ୧୨ ମାଓବାଦୀ ନିହତ ହୋଇଛନ୍ତି ଯେଉଁଥିରେ ଜଣେ ମହିଳା ମାଓବାଦୀ ମଧ୍ୟ ସାମିଲ ଅଛନ୍ତି । ଘଟଣାସ୍ଥଳରୁ ୩ଟି ଏକେ ୪୭, ୨ଟି ଇନସାସ୍, ଗୋଟିଏ ଏନସଏଲଆର୍ ଜବତ ହୋଇଥିବାବେଳେ ପାଖାପାଖି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ନିବେଶକଙ୍କ ପାଇଁ ନୂଆ ବିକଳ୍ପ, ସର୍ବନିମ୍ନ ୧୦ ଲକ୍ଷ

- Advertisement -

 

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories