ନିବେଶକଙ୍କ ପାଇଁ ନୂଆ ବିକଳ୍ପ, ସର୍ବନିମ୍ନ ୧୦ ଲକ୍ଷ

ନୂଆଦିଲ୍ଲୀ : ସେୟାର ବଜାର ଏବଂ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରୁଥିବା ନିବେଶକଙ୍କ ପାଇଁ ଖୁବ୍ ଶୀଘ୍ର ଏକ ନୂଆ ବିକଳ୍ପ ଆସିବ । ସେବିର କହିବାନୁସାରେ ଲକ୍ଷ ଲକ୍ଷ ଟଙ୍କା ନିବେଶ କରୁଥିବା ଲୋକଙ୍କୁ ନୂଆ ବିକଳ୍ପ ପ୍ରଦାନ କରାଯିବ । ଏଥିରେ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାଠୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରିବାକୁ ହେବ । ସେବି ସ୍ପଷ୍ଟ କରିଛି ଏହି ନୂଆ ବିକଳ୍ପରେ ଛୋଟ ନିବେଶକଙ୍କୁ ପଇସା ଲଗାଇବାର ସୁଯୋଗ … Continue reading ନିବେଶକଙ୍କ ପାଇଁ ନୂଆ ବିକଳ୍ପ, ସର୍ବନିମ୍ନ ୧୦ ଲକ୍ଷ