www.samajalive.in
Thursday, December 11, 2025
26.1 C
Bhubaneswar

ପ୍ରୟାଗରାଜରେ ବୁଡ ପକାଇଲେ ଗୃହମନ୍ତ୍ରୀ ଅମିତ୍‌ ଶାହ

ନୂଆଦିଲ୍ଲୀ : ପ୍ରୟାଗରାଜରେ ଗୃହମନ୍ତ୍ରୀ ଅମିତ୍‌ ଶାହ ତ୍ରିବେଣୀ ସଙ୍ଗମର ପବିତ୍ର ଜଳରେ ବୁଡ ପକାଇଛନ୍ତି। ସାଧୁସନ୍ଥଙ୍କ ଠାରୁ ଆଶୀର୍ବାଦ ମଧ୍ୟ ନେଇଛନ୍ତି । ଏଯାଏଁ ପ୍ରାୟ ୧୩.୨୧ କୋଟିରୁ ଅଧିକ ଶ୍ରଦ୍ଧାଳୁ ମହାକୁମ୍ଭରେ ବୁଡ ପକାଇ ସାରିଲେଣି । ସ୍ୱରାଷ୍ଟ୍ର ମନ୍ତ୍ରୀ ବୁଡ ପକାଇବା ସମୟରେ ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ । ଗୃହମନ୍ତ୍ରୀ ଅମିତ୍‌ ଶାହ ମହାକୁମ୍ଭରେ ଅନେକ ସାଧୁସନ୍ଥଙ୍କ ସହ ସାକ୍ଷାତ କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ମହାକୁମ୍ଭ ସନାତନ ସଂସ୍କୃତିର ଅବିଚ୍ଛିନ୍ନ ପ୍ରବାହର ଏକ ଅନନ୍ୟ ପ୍ରତୀକ।
ବୁଡ ପକାଇବା ସମୟରେ ବାବା ରାମଦେବଙ୍କ ସମେତ ଅନ୍ୟ ସାଧୁମାନେ ମଧ୍ୟ ତାଙ୍କ ସହ ଯୋଗ ଦେଇଥିଲେ । ଅମିତ୍‌ ଶାହ ବୁଡ ପକାଇବା ପରେ ତାଙ୍କ ପତ୍ନୀ ସୋନାଲ ଶାହ ଏବଂ ପୁଅ ଜୟ ଶାହଙ୍କ ସହିତ ତ୍ରିବେଣୀ ସଙ୍ଗମରେ ଆରତୀ କରିଥିଲେ ।

ମୌନୀ ଅମାବାସ୍ୟାରେ ବାସ୍‌ ଏହି ସରଳ ଉପାୟରେ ଶାନ୍ତ ହେବେ ରାହୁ-କେତୁ; ଦୂର ହେବ ପିତୃଦୋଷ, ମିଳିବ ଧନ..

୧୪୪ ବର୍ଷ ପରେ ସରସ୍ୱତୀ ପୂଜାରେ ଦୁର୍ଲ୍ଲଭ ଯୋଗ; ଏହି ୩ ରାଶି ହେବେ ଭାଗ୍ୟବାନ୍‌, ମିଳିବ ଧନ, ଅତ୍ୟନ୍ତ ଶୁଭଫଳ..

- Advertisement -

୮୦ କିମି ରେଞ୍ଜ୍‌.. ଆସିଗଲା ହୋଣ୍ଡାର ସବୁଠାରୁ ଶସ୍ତା ଇଲେକ୍ଟ୍ରିକ୍‌ ସ୍କୁଟର

ଦେଖନ୍ତୁ ଭିଡିଓ ; ରଖେ ହରି ତ ମାରେ କିଏ, ୧୩ ମହଲାରୁ ଖସିଲା ୨ ବର୍ଷର ଶିଶୁ, ଏମିତି ବଞ୍ଚିଲା ଜୀବନ

Hot this week

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

Related Articles

Popular Categories